Home » ISL
isl 2020 1

ISL 2020: ATK ମୋହୁନ ବାଗାନ୍ କେରଳ ବ୍ଲାଷ୍ଟରକୁ ପରାସ୍ତ କଲା; କରୋନା ମଧ୍ୟରେ ଏହା ହେଉଛି ଦେଶର ପ୍ରଥମ ପ୍ରମୁଖ କ୍ରୀଡା ଇଭେଣ୍ଟ

ଭାରତର ସର୍ବବୃହତ ଫୁଟବଲ ଟୁର୍ନାମେଣ୍ଟର ସପ୍ତମ ସିଜନ ଇଣ୍ଡିଆନ ସୁପର ଲିଗ୍ (ISL) ଶୁକ୍ରବାର ଠାରୁ ଆରମ୍ଭ ହୋଇଥିଲା। କରୋନା କାଳରେ ଭାରତରେ ଏହା ହେଉଛି ପ୍ରଥମ ପ୍ରମୁଖ କ୍ରୀଡା ଇଭେଣ୍ଟ। ଗୋଆ (Goa) ରେ ଖେଳାଯାଇଥିବା ସିଜିନର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଏ.ଟି.କେ ମୋହନ ବାଗାନ୍ କେରଳ ବ୍ଲାଷ୍ଟର୍ସ (Atk Mohun Bagan Vs Kerala Blasters) କୁ 1-0 ରେ ପରାସ୍ତ କରିଛନ୍ତି। ମ୍ୟାଚ୍‌ର ଏକମାତ୍ର ଗୋଲ୍‌ ରୟ କୃଷ୍ଣ ସ୍କୋର କରିଥିଲେ।…

Read More