Kalpana Chawla: ମହାକାଶକୁ ନାସା କେନ୍ଦ୍ରରୁ ‘କଳ୍ପନାଚାୱଲା’ର ଉଡ଼ାଣ,ଖୋଜିବ ମାନବ ଜୀବନ ସହ ଜଡିତ ଉତ୍ତର
ମୁମ୍ବାଇ(ମହିମା ଲାଇଭ ବ୍ୟୁରୋ):ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ(ISS) ନାସା (National Aeronautical and Space Administration -NASA) କେନ୍ଦ୍ରରୁ ଏକ ରକେଟ୍ ୩୬୨୮ କିଲୋଗ୍ରାମର ଜିନିଷ ସାଥିରେ ନେଇଯାଇଛି। ଏହି ନର୍ଥ୍ରୋପ୍ ଗ୍ରୁମ୍ୟାନ୍ (Northrop Grumman) ରକେଟର ନାମ ଭାରତର ପ୍ରଥମ ମହିଳା ମହାକାଶଚାରୀ କଳ୍ପନା ଚାୱଲା(Kalpana Chawla)ଙ୍କ ନାମରେ ହୋଇଛି। ଏହି ସାଇଗ୍ନସ୍ (Cygnus) କାର୍ଗୋ ମହାକାଶଯାନ ଆମେରିକାର ସମୟ ଶୁକ୍ରବାର ରାତିରେ, ସେତେବେଳେ ଭାରତୀୟ ସମୟ ସକାଳ ୬.୪୬ ରେ ଉତକ୍ଷେପଣ କରାଯାଇଛି। ଏହି ମହାକାଶଯାନ…
