ଜେଲରେ ସଜ୍ଜା କାଟୁଥିବା ଅନ୍ତେବାସିମାନେ ପେଟ୍ରୋଲ ପମ୍ପରେ ନିୟୋଜିତ ହେବେ
କେରଳ : କେରଳର ଜେଲ ରେ ସଜ୍ଜା କାଟୁଥିବା ଅନ୍ତେବସିମାନେ ବର୍ତ୍ତମାନ ପେଟ୍ରୋଲ ପମ୍ପରେ କର୍ମଚାରୀ ଭାବରେ କାର୍ଯ୍ୟ କରିବେ ଏବଂ ଘରକୁ ଦରମା ନେଇଯିବେ କାରଣ କେରଳ ସରକାର ଭାରତୀୟ ତୈଳ ନିଗମ ସହ ମିଳିତ ଭାବେ ଚୁକ୍ତି କରିଛନ୍ତି। ଜେଲ ଡିଜିପି ସମ୍ବାଦ ସରବରାହ ସଂସ୍ଥା ଏଏନଆଇ କୁ ସୂଚନା ଦେଇ କହିଛନ୍ତି ଯେ ପେଟ୍ରୋଲ ପମ୍ପରେ ଜେଲ ଅନ୍ତେବାସୀଙ୍କୁ ନିଯୁକ୍ତି ଦେବା ପାଇଁ ପଦକ୍ଷେପ ନିଆଯାଇଛି ଯେପରି କେରଳରେ ଅନେକ ପ୍ରକଳ୍ପ ରହିଛି…
