Sean Connery: ଜେମ୍ସ ବଣ୍ଡ ଆକ୍ଟର ସିନ୍ କନେରିଙ୍କ ପରଲୋକ
ଜେମ୍ସ ବଣ୍ଡ (James Bond) ଫିଲ୍ମର ଅଭିନେତା ଭାବେ ପ୍ରସିଦ୍ଧି ଲାଭ କରିଥିବା ସାର୍ ସିନ୍ କନେରି (Sean Connery)ଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ପ୍ରଥମ ଅଭିନେତା ଜେମ୍ସ ବଣ୍ଡ ରୋଲ୍ ପ୍ଲେ କରିଥିଲେ। ସେ ୦୦୭ ଫ୍ରାଞ୍ଚାଇଜ୍ର ବେଷ୍ଟ ଆକ୍ଟର ଆଓ୍ବାର୍ଡ ଜିତିଥିଲେ। ସେ ଏହାବ୍ୟତୀତ ସିନ୍ ମେରାଇନ୍ (୧୯୬୪), ମର୍ଡର ଅନ ଦି ଓରିଏଣ୍ଟ ଏକ୍ସପ୍ରେସ୍ (୧୯୭୪), ଦ ମ୍ୟାନ୍ ହୁ ଉଡ୍ ବି କିଙ୍ଗ (୧୯୭୫),…
