Home » JIO 5G
5g odisha plans

5G Odisha Plans : ଓଡିଶାରେ ଆସନ୍ତା କାଲିଠାରୁ ଫାଇଭ୍‌-ଜି ସେବା ଆରମ୍ଭ ହେବ

ଭୁବନେଶ୍ଵର : 5G Odisha Plans ଓଡିଶାରେ ଆସନ୍ତାକାଲି ଫାଇଭ୍‌-ଜି ସେବାର ଶୁଭାରମ୍ଭ ହେବ। କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱରଠାରେ ପ୍ରାୟ ସାଢ଼େ ୯ଟାରେ ଏହି ସେବାର ଲୋକାର୍ପଣ କରିବେ। ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ୧୦୦ଟି ଟେଲିକମ୍‌ ଟାୱାରର ଉଦ୍‌ଘାଟନ କରାଯିବ। ଏହି…

Read More

5G:ଦିଲ୍ଲୀ ହାଇକୋର୍ଟରେ ଜୁହି ଚାୱଲାଙ୍କ ମାମଲା ଖାରଜ,୨୦ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ: ଅଭିନେତ୍ରୀ ଜୁହି ଚାୱଲା (Juhi Chawla) 5G ଟେଲିକମ୍ ଟେକ୍ନୋଲୋଜି ସହ ଜଡିତ ସ୍ୱାସ୍ଥ୍ୟ ବିପଦକୁ ନେଇ ଦିଲ୍ଲୀ ହାଇକୋର୍ଟ (Delhi High Court) ରେ ମକଦ୍ଦମା ଦାୟର କରିଥିଲେ। ତାଙ୍କ ମାମଲା ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଅଭିନେତ୍ରୀଙ୍କ ଦ୍ଵାରା ଦାଖଲ ହୋଇଥିବା ମକଦ୍ଦମା ଏକ ପ୍ରଚାର ପ୍ରସାର। ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ଆବେଦନକାରୀଙ୍କ ଦ୍ଵାରା ଆଇନ ପ୍ରକ୍ରିୟାର ଅପବ୍ୟବହାର କରାଯାଇଥିଲା, ଯେଉଁଥିପାଇଁ ତାଙ୍କ…

Read More
Juhi-Chawla

ଜୁହି ଚାୱଲା 5G ଟେକ୍ନୋଲୋଜି ବିରୋଧରେ କଲେ ମାମଲା ଦାୟର

ନୂଆଦିଲ୍ଲୀ: ଫାଇଭ-ଜି (5G) ପାଇଁ କରୋନା (Corona) ବଢୁଛି ବୋଲି  ଗୁଜବ ବଢିବା ପରେ ଦେଶରେ 5G ଇଣ୍ଟରନେଟ୍ ଟାୱାର ପରୀକ୍ଷା ଉପରେ ନିଷେଧାଦେଶ ଜାରି କରିବା ପାଇଁ ଜୋର ଧରିଛି। ଏହି ଅଭିଯାନରେ ବଲିଉଡ ଅଭିନେତ୍ରୀ ଜୁହି ଚାୱଲା (Juhi Chawla) ମଧ୍ୟ ଯୋଗ ଦେଇଛନ୍ତି। ଜୁହି ସୋସିଆଲ ମିଡିଆ (Social Media) ରେ ପ୍ରଶଂସକମାନଙ୍କୁ ପରିବେଶ ବିଷୟରେ ସଚେତନ ବାର୍ତ୍ତା ଦେଉଛନ୍ତି।  ସେ ପରିବେଶ ବିଷୟରେ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରନ୍ତି। ସେ…

Read More

Jio WiFi Mesh Router ଲଞ୍ଚ,ମୂଲ୍ୟ ୨,୪୯୯ ଟଙ୍କା

ମୁମ୍ବାଇ: ରିଲାଏନ୍ସ ଜିଓ ଏହାର ଫାଇବର-ଟୁ-ହୋମ ( FTTH ) ସେବା ଜିଓ ଫାଇବର ପାଇଁ ଏକ ନୂତନ ୱାଇଫାଇ ମେସ୍ ରାଉଟର ( Jio WiFi Mesh Router ) ଲଞ୍ଚ କରିଛି 2,499 ଟଙ୍କା ମୂଲ୍ୟରେ, ଏହି ରାଉଟର ବ୍ୟବହାରକାରୀଙ୍କୁ ୱାଇଫାଇ କଭରେଜ୍କୁ ସେମାନଙ୍କ ଘର, କିମ୍ବା ଅଫିସ୍ ମଧ୍ୟରେ ବିସ୍ତାର କରିବାରେ ଏବଂ ସଂଯୋଗକୁ ଅଧିକ ଉପଯୋଗ କରିବାରେ ସାହାଯ୍ୟ କରିବ। ଜିଓ ଫାଇବର ୱେବସାଇଟ୍ ଅନୁଯାୟୀ, ଜିଓ ୱାଇଫାଇ କଭରେଜ୍ ଗୋଟିଏ…

Read More

JIO ର ଏହି ଦୁଇଟି ରିଚାର୍ଜ ପ୍ଲାନରେ ମାଗଣାରେ ଦେଖି ହେବ IPL 2020 ଲାଇଭ୍ ଷ୍ଟ୍ରିମିଂ !

ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଦୁଇଟି ରିଚାର୍ଜ ଯୋଜନା ଆଣୁଛି ଯେଉଁଥିରେ ଉପଭୋକ୍ତାମାନେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL 2020) ର ଅନଲାଇନ୍ ଷ୍ଟ୍ରିମିଂ ସମ୍ପୂର୍ଣ୍ଣ ମାଗଣାରେ ଦେଖିବାର ସୁଯୋଗ ପାଇବେ। ମିଡ଼ିଆ ରିପୋର୍ଟ ଅନୁଯାୟୀ, ଜିଓ ଏବଂ ଷ୍ଟାର ଇଣ୍ଡିଆ ଏକ ଚୁକ୍ତି କରିଛନ୍ତି। ଏହି ଡିଲ୍ ବର୍ତ୍ତମାନ ଚୂଡାନ୍ତ ହୋଇଛି, ଯାହା ଜିଓ ଗ୍ରାହକଙ୍କୁ ମାଗଣାରେ IPL 2020 ଅନଲାଇନ ଦେଖିବାକୁ ସୁଯୋଗ ଦେବ। JIO ର  ଦୁଇଟି ସ୍ୱତନ୍ତ୍ର ଯୋଜନା ହେଲା…

Read More

ଜିଓ ଟିଭି ପ୍ଲସ୍ ର ନୂତନ ପ୍ଲାଟଫର୍ମ ରେ ବର୍ତ୍ତମାନ ନେଟଫ୍ଲିକ୍ସ ସହିତ ୧୨ ଟି ଓଟିଟି ଆପ୍ ପ୍ରଦର୍ଶନ

ଆଜି ୪୩ ତମ ବାର୍ଷିକ ସାଧାରଣ ସଭା (ଏଜିଏମ୍) ର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ କୁ ଜିଓ ଟିଭି + ଘୋଷଣା କରାଯାଇଛି। ସମସ୍ତ ସେଟ୍-ଟପ୍ ବକ୍ସ ବ୍ୟବହାରକାରୀଙ୍କ ପାଇଁ ଏହା ଏକ କଣ୍ଟେଣ୍ଟ ପ୍ଲାଟଫର୍ମ। ଯେଉଁଥିରେ  ନେଟଫ୍ଲିକ୍ସ ସହିତ ୧୨ ଟି  ଓଟିଟି ଆପ୍ ପ୍ରଦର୍ଶନ ଉପଲବ୍ଧ ହେବ। ଏଥିପାଇଁ ଗୋଟିଏ ସାଇନ-ଇନ୍ ଆବଶ୍ୟକ ହେବ। ଏହା ବ୍ୟତୀତ, ସର୍ଚ ବିକଳ୍ପ ପାଇଁ ଜିଓ ଟିଭି + ରେ ଭଏସ୍ ସର୍ଚ୍ଚ ଅପ୍ସନ୍ ମଧ୍ୟ ଉପଲବ୍ଧ…

Read More