Home » Jobs In Pvt Sector
anurag_thakur_nyks

NYKS:୧୪ହଜାର ଯୁବକ ସ୍ୱେଚ୍ଛାସେବୀମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ

ନୂଆଦିଲ୍ଲୀ: NYKS- Nehru Yuva Kendra Sangathan ର ତାଲିମପ୍ରାପ୍ତ ଯୁବ ସ୍ୱେଚ୍ଛାସେବୀମାନେ ପଞ୍ଚ ପ୍ରଣ (Panch Prana) ହୃଦୟଙ୍ଗମ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ଯାହା ବିଷୟରେ ପ୍ରଧାନମନ୍ତ୍ରୀ ତାଙ୍କ ସ୍ୱାଧୀନତା ଦିବସ ଭାଷଣରେ କହିଥିଲେ। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର (Anurag Sing Thakur) ଶାସ୍ତ୍ରୀଭବନ ଠାରେ ଆନୁଷ୍ଠାନିକ ଭାବେ ସାରା ଦେଶର ଏନୱାଇକେଏସ୍‍ର (NYKS) ୧୪,୦୦୦ ଯୁବ…

Read More
fake letter

Talcher:ତାଳଚେରରେ ଚାକିରି ନାଁରେ ଠକେଇ, ବାପ ପୁଅ ଗିରଫ

ତାଳଚେର: ତାଳଚେର (Talcher) ଅଞ୍ଚଳରେ ଚାକିରି ଦେବା ନାଁରେ ୫ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ କୋଲିୟରି ପୁଲିସ ୨ ଜଣଙ୍କୁ ଗିରଫ କରି କରିଛି। ଅଭିଯୁକ୍ତମାନେ ହେଲେ ଚାଇଁପାଳ ଗାଁର ପରମାନନ୍ଦ ବେହେରା (୫୯) ଓ ତାଙ୍କ ପୁଅ ପ୍ରୀତମ ବେହେରା (୨୮)। ବାପ ଓ ପୁଅ ଉଭୟଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ଉଭୟେ କୋଟିଏ ଟଙ୍କାରୁ ଅଧିକ ଠକେଇ କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ପୁଲିସ ସୂଚନା ଅନୁସାରେ ତାଳଚେର…

Read More
cyber-crime

Fake Job Website: ନକଲି ଚାକିରି ପୋର୍ଟାଲ ଖୋଲି କୋଟିଏ ଟଙ୍କାର ଠକେଇ, ୨୭ ହଜାର ଲୋକ ଠକେଇର ଶିକାର

ଦିଲ୍ଲୀ: କରୋନା କାଳରେ ବହୁତ ଲୋକ ନିଜ ଚାକିରୀ ହରେଇ ବେକାର ହୋଇଛନ୍ତି। ଏହାର ସୁଯୋଗ ନେଇ କିଛି ଠକ ନକଲି ୱେବସାଇଟ (Fake Website) ଖୋଲି ଚାକିରୀ ଦେବାକୁ କହି ବହୁତ ଲୋକଙ୍କୁ ଠକିଛନ୍ତି। ଦିଲ୍ଲୀ ପୋଲିସ ଏକ ଗ୍ୟାଙ୍ଗକୁ ଧରିଛି ଯାହା ଲୋକଙ୍କୁ ଚାକିରିରେ ଠକେଇ କରି ଟଙ୍କା ରୋଜଗାର କରୁଥିଲା। ଦିଲ୍ଲୀ ପୋଲିସର ସାଇବର ସେଲ (Cyber Cell) ଗୁରୁବାର ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଚାକିରୀ ରାକେଟ କେନ୍ଦ୍ର…

Read More