Home » Kalahandi news
Morbi Gujarat Bridge Accident

Morbi Gujarat : ଗୁଜୁରାଟରେ କେବୁଲ ବ୍ରିଜ ଭୁଶୁଡ଼ିବାରୁ ୯୧ଜଣଙ୍କର ମୃତ୍ୟୁ, ୫୦ରୁ ଅଧିକ ନିଖୋଜ

ମୋର୍ବି: Morbi Gujarat Bridge Accident ରବିବାର ସନ୍ଧ୍ୟାରେ ଗୁଜୁରାଟର ମୋର୍ବି ଜିଲ୍ଲାର ମାଛୁ ନଦୀ ଉପରେ କେବୁଲ ବ୍ରିଜ ଭୁଶୁଡ଼ିବା ପରେ୯୧ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୫୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୃତଦେହକୁ ନଦୀରୁ ବାହାର କରି ମୋର୍ବିସ୍ଥିତ ସରକାରୀ ଡାକ୍ତରଖାନାକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା। ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ସମସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି। ସେ ବ୍ୟକ୍ତିଗତ ଭାବେ ତଦାରଖ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତ୍ୟୁବରଣ କରିଥିବା ଲୋକଙ୍କୁ…

Read More
bridge-collapsed-in-kalahandi-2-car-accident

Kalahandi News: ହଠାତ ଭୁଶୁଡ଼ି ପଡିଲା ପୋଲ, ତଳକୁ ଖସି ପଡିଲା ଦୁଇଟି କାର

କଳାହାଣ୍ଡି: Kalahandi News ପୋଲ ଉପରେ ଯାଉଥିଲା କାର। ହଠାତ ଭୁଶୁଡ଼ି ପଡିଲା ପୋଲ। ଫଳରେ ଦୁଇଟି କାର ପୋଲ ତଳକୁ ଖସି ପଡିଲା। ଏପରି ଦୁର୍ଘଟଣା ଘଟିଛି କଳାହାଣ୍ଡି (Kalahandi News) ଜିଲ୍ଲା ଭବାନୀପାଟଣା ରାଜ୍ୟ ରାଜପଥ ୪୪ର ଏକ ପୋଲ ଉପରେ ଯାହା ଭବାନୀପାଟଣାରୁ ଥୁଆମୂଳ ରାମପୁରକୁ ସଂଯୋଗ କରୁଛି। ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଥୁଆମୂଳ ରାମପୁର ରାସ୍ତାର ସାଈଧାମ ନିକଟରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ବ୍ରିଜ୍‌ ଟି…

Read More
kalabaishakhi_mahimalive

Weather Report Odisha: ୧୬ ଜିଲ୍ଲାରେ କାଳବୈଶାଖୀ, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ଵର: Weather Report Odisha ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ସୁନ୍ଦରଗଡ଼ ଓ ସୋନପୁରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୨.୫ ଡିଗ୍ରୀ ସେଲ୍‍ସିୟସ୍‍ ରେକର୍ଡ଼ କରାଯାଇଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ଅଞ୍ଚଳରେ କାଳବୈଶାଖୀ ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୬ ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡିକ ମଧ୍ୟରେ କଳାହାଣ୍ଡି, କୋରାପୁଟ, କନ୍ଧମାଳ,…

Read More
earthquake-Odisha

Odisha earthquake news: ଓଡ଼ିଶାରେ ମୃଦ୍ୟୁ ଭୂମିକମ୍ପ ଅନୁଭୂତ, ଲୋକେ ଘରୁ ବାହାରି ଆସିଲେ

ଭୁବନେଶ୍ଵର: Odisha earthquake news ଆଜି ଅପରାହ୍ଣରେ ଓଡ଼ିଶାରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର କେତେକ ସ୍ଥାନରେ ମୃଦ୍ୟୁ ଭୂମିକମ୍ପ ଅନୁଭୂତ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ରିକ୍ଟର ସ୍କେଲ୍‍ ରେ ଏହାର ତୀବ୍ରତା ୩.୫ ଥିବା ଜଣାପଡିଛି। ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲାର ଉମରକୋଟ, ଝରିଗାଁ ଓ ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ସ୍ଥାନରେ ଆଜି ପ୍ରାୟ ପୂର୍ବାହ୍ଣ ୧୧ଟା ୨୯ ମିନିଟ୍‍ରୁ ୧୨ଟା ମଧ୍ୟରେ ଭୂମିକମ୍ପ ଅନୁଭୂତ…

Read More
Durgapuja_1

Durga Puja : ରାଜ୍ୟରେ ପାଳିତ ହେଉଛି ଦୁର୍ଗାପୂଜା, ସବୁଆଡ଼େ ଖାଲି ଖାଁ ଖାଁ

କଟକ: ଶାରଦୀୟ ଦୁର୍ଗାପୂଜା ଅବସରରେ ଆଜି ପୂଜାମଣ୍ଡଗୁଡ଼ିକରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି। ମା’ଙ୍କୁ ବିଭିନ୍ନ ବେଶରେ ସୁସଜ୍ଜିତ କରାଯାଇ ରୀତିନୀତି ଅନୁଯାୟୀ ପୂଜା କରାଯାଉଛି। ମନ୍ତ୍ର ଉଚ୍ଚାରଣ ଓ ଚଣ୍ଡୀପାଠ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। କୋଭିଡ୍‍ କଟକଣା ଯୋଗୁଁ ମଣ୍ଡପ, ଦେବାଳୟ ଏବଂ ଦେବୀପୀଠଗୁଡ଼ିକରେ ଲୋକମାନଙ୍କର ଭିଡ଼ ଦେଖିବାକୁ ମିଳୁନାହିଁ। ସବୁଆଡ଼େ ଖାଲି ଖାଁ ଖାଁ ଲାଗୁଛି। ତେବେ କୋବିଡ୍‍ କଟକଣା ମଧ୍ୟରେ ମାତ୍ର ୫ରୁ ୬ଜଣ କର୍ମକର୍ତ୍ତା ଏବଂ ପୂଜକଙ୍କ ଉପସ୍ଥିତିରେ…

Read More
chhatar_jatra

Chhatar Jatra : ଛତର ଯାତ୍ରା ପାଇଁ କଟକଣା,ଲାଗୁହେବ ୧୪୪ ଧାରା

କଳାହାଣ୍ଡି: ଆସନ୍ତା ୨୪ ତାରିଖ ଶନିବାର ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା (Chhatar Jatra) ବିନା ଭକ୍ତରେ ଅନୁଷ୍ଠିତ ହେବାକୁ ଯାଉଛି। ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସରିଛି। ତେବେ କୋଭିଡ଼୍ ଗାଇଡ଼୍ ଲାଇନକୁ ପାଳନ କରି ଚଳିତ ବର୍ଷ ଏହି ଯାତ୍ରା ଅନୁଷ୍ଠିତ ହେବ। ଯାତ୍ରାରେ କେବଳ ଗୋଟିଏ ବାଜା ଓ ଗୋଟିଏ ଘୁମୁରା ଦଳ ସାମିଲ୍ ହେବେ। ଗତକାଲି ଜିଲ୍ଲା ଏସପି ବି. ଗଙ୍ଗାଧର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ସହିତ…

Read More
chhatar_jatra

ଛତର ଯାତ୍ରାରେ ପଶୁବଳି ନିଷେଧ କରିବା ହାଇକୋର୍ଟଙ୍କ ପୂର୍ବ ଆଦେଶ ଉପରେ ସୁପ୍ରୀମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ

କଳାହାଣ୍ଡି: କଳାହାଣ୍ଡି (Kalahandi) ଜିଳ୍ଲାର ଭବାନୀପାଟଣାଠାରେ ଥିବା ମା’ ମାଣିକେଶ୍ୱରୀ ଦେବୀଙ୍କ ପ୍ରସିଦ୍ଧ ଛତର ଯାତ୍ରା (Chhatar Jatra) ସମୟରେ ପଶୁବଳି ନିଷେଧ କରିବା ସଂକ୍ରାନ୍ତୀୟ ଏକ ମାମଲାର ଶୁଣାଣି କରି ହାଇକୋର୍ଟ (High Court)ଙ୍କ ପୂର୍ବ ଆଦେଶ ଉପରେ ସୁପ୍ରୀମକୋର୍ଟ (Supreme Court) ମଧ୍ୟବର୍ତ୍ତୀ କାଳୀନ ରହିତାଦେଶ ଜାରି କରିଛନ୍ତି। ଆଜିଠାରୁ ମାଣିକେଶ୍ୱରୀଙ୍କ ଶାରଦୀୟ ଦଶହରା ଉତ୍ସବ ଆରମ୍ଭ ହୋଇଥିବାରୁ ଏ ସଂକ୍ରାନ୍ତ ଆବେଦନର ଶୀଘ୍ର ଶୁଣାଣି କରି ମାଣିକେଶ୍ୱରୀ ମନ୍ଦିରରେ ଶହ ଶହ ବର୍ଷଧରି…

Read More
naveen1

Kalahandi News: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ତିନୋଟି ବିଦ୍ୟୁତ ପ୍ରକଳ୍ପ ଲୋକାର୍ପିତ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଆଜି ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ କଳାହାଣ୍ଡି (Kalahandi) ଜିଲ୍ଲା ଜୟପାଟଣା ବ୍ଲକର ବାନେର୍‍ ଠାରେ ଇନ୍ଦ୍ରାବତୀ ବିଦ୍ୟୁତ ପ୍ରକଳ୍ପ (Indravati Electricity Project) କୁ ଲୋକର୍ପିତ କରିଛନ୍ତି। ଏହା ଦ୍ୱାରା ଜୟପାଟଣା, କଲମପୁର ଓ କୋକସରା ଅଞ୍ଚଳର ପ୍ରାୟ ୩୦ହଜାର ଲୋକ ଉପକୃତ ହେବେ। ଏହି ଅବସରରେ ଉଦ୍‍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କୁ ଉନ୍ନତମାନର ଓ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବା ସରକାରଙ୍କ ଲକ୍ଷ୍ୟ। ଏହାଦ୍ୱାରା…

Read More