Home » Kalpana Chawla
nasa toilet1

ଶୌଚାଳୟର ଦାମ ୧୭୪ କୋଟି ଟଙ୍କା!

ମୁମ୍ବାଇ (ମହିମା ଲାଇଭ ବ୍ୟୁରୋ): ଗତ ଶୁକ୍ରବାର ରାତି ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ (ISS) ନାସା (National Aeronautical and Space Administration -NASA) କେନ୍ଦ୍ରରୁ ଏକ ରକେଟ୍ ୩୬୨୮ କିଲୋଗ୍ରାମର ଜିନିଷ ସାଥିରେ ନେଇଯାଇଛି। ନାସାର କେନ୍ଦ୍ରରୁ ଏହି ସାଇଗ୍ନସ୍ (Cygnus) କାର୍ଗୋ  ସ୍ପେସକ୍ରାଫ୍ଟ ସହିତ ଯାଉଥିବା ଆଇଟମ୍ ମଧ୍ୟରୁ ଗୋଟିଏ ହେଉଛି ଏକ ସ୍ପେସ୍ ଟଏଲେଟ୍ (Space Toilets), ଯାହା ପୂର୍ବରୁ ୟୁନିଭର୍ସାଲ୍ ଆବର୍ଜନା ପରିଚାଳନା ସିଷ୍ଟମ୍ କୁହାଯାଉଥିଲା। ୧୭୪ କୋଟି ଟଙ୍କାର ବଜେଟ୍…

Read More
kalpana

Kalpana Chawla: ମହାକାଶକୁ ନାସା କେନ୍ଦ୍ରରୁ ‘କଳ୍ପନାଚାୱଲା’ର ଉଡ଼ାଣ,ଖୋଜିବ ମାନବ ଜୀବନ ସହ ଜଡିତ ଉତ୍ତର

ମୁମ୍ବାଇ(ମହିମା ଲାଇଭ ବ୍ୟୁରୋ):ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ(ISS) ନାସା (National Aeronautical and Space Administration -NASA) କେନ୍ଦ୍ରରୁ ଏକ ରକେଟ୍ ୩୬୨୮ କିଲୋଗ୍ରାମର ଜିନିଷ ସାଥିରେ ନେଇଯାଇଛି। ଏହି ନର୍ଥ୍ରୋପ୍ ଗ୍ରୁମ୍ୟାନ୍ (Northrop Grumman) ରକେଟର ନାମ ଭାରତର ପ୍ରଥମ ମହିଳା ମହାକାଶଚାରୀ କଳ୍ପନା ଚାୱଲା(Kalpana Chawla)ଙ୍କ ନାମରେ ହୋଇଛି। ଏହି ସାଇଗ୍ନସ୍ (Cygnus) କାର୍ଗୋ ମହାକାଶଯାନ ଆମେରିକାର ସମୟ ଶୁକ୍ରବାର ରାତିରେ, ସେତେବେଳେ  ଭାରତୀୟ ସମୟ ସକାଳ ୬.୪୬ ରେ ଉତକ୍ଷେପଣ କରାଯାଇଛି। ଏହି ମହାକାଶଯାନ…

Read More