Home » Kashmiri Pandit Murder Case
Kashmiri-Pandit-Rahul-Bhat

Kashmiri Pandit Murder Case: ସେନାର ପ୍ରତିଶୋଧ, ରାହୁଲ ଭଟ୍ଟଙ୍କ ହତ୍ୟାକାରୀକୁ ଏନକାଉଣ୍ଟର

ନୂଆଦିଲ୍ଲୀ: Kashmiri Pandit Murder Case କାଶ୍ମୀରୀ ପଣ୍ଡିତ ରାହୁଲ ଭଟ୍ଟ (Rahul Bhatt) ଙ୍କ ହତ୍ୟାର ପ୍ରତିଶୋଧ ନେଇଛି ସୁରକ୍ଷା ବାହିନୀ। ଏହି ପରିପ୍ରେକ୍ଷୀରେ ଜାମ୍ମୁ କାଶ୍ମୀରର ସୁରକ୍ଷା ବାହିନୀକୁ ବହୁତ ସଫଳତା ମିଳିଛି। ଶୁକ୍ରବାର ଦିନ ବାନ୍ଦିପୋରାର ବେରାର ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ରାହୁଲ ଭଟ୍ଟଙ୍କ ହତ୍ୟାରେ ସମ୍ପୃକ୍ତ ତିନି ଜଣ ଲଶ୍କର ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ୨୪ ଘଣ୍ଟା…

Read More