Home » KERAL
pmkisan

ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚ ହ୍ରାସ କରି ସେମାନଙ୍କୁ କୃଷିଜାତ ସାମଗ୍ରୀ ଉପରେ ଉଚିତ ମୂଲ୍ୟ ଦେବାକୁ ସରକାରଙ୍କ ଲକ୍ଷ୍ୟ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି (PM Modi) ଆଜି ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ପିଏମ୍‌ କିଷାନ (PM-Kisan) ସମ୍ମାନ ନିଧି ଯୋଜନାରେ ପରବର୍ତ୍ତୀ କିସ୍ତି ଚାଷୀମାନଙ୍କୁ ପ୍ରଦାନ କରିଛନ୍ତି। ଏହି ଯୋଜନା ଆରମ୍ଭ ହେବାଠାରୁ ଏ ଯାବତ୍‌ ହିତାଧିକାରୀ ଚାଷୀଙ୍କ ଜମାଖାତାରେ ଏକଲକ୍ଷ ୧୦ ହଜାର କୋଟିରୁ ଅଧିକ ଟଙ୍କା ଜମା ହୋଇଛି। ପଶ୍ଚିମବଂଗର ୭୦ ଲକ୍ଷରୁ ଅଧିକ ଚାଷୀ ଏହି ଯୋଜନାର ଲାଭ ପାଉ ନ ଥିବାରୁ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି।…

Read More
keshavananda Bharati

ଭାରତର ‘ସବୁଠୁ ବଡ’ ମାମଲା ଲଢିଥିବା କେଶବାନନ୍ଦ ଭାରତୀଙ୍କ ପରଲୋକ

କେରଳ: ସମ୍ବିଧାନର ମୌଳିକ ଢାଞ୍ଚା ନିତୀ (Basic Structure) ରଖିଥିବା ମାମଲାରେ ମୁଖ୍ୟ ଆବେଦନକାରୀ କେଶବନନ୍ଦ ଭାରତୀଙ୍କ ରବିବାର ସକାଳେ କେରଳର କାସରଗୋଡ (Kasargod) ଜିଲ୍ଲାର ଆଦାନେର ଆଶ୍ରମ(Edaneer Math) ରେ ୭୯ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ୧୯୭୩ ମସିହାରେ ତାଙ୍କର ଏବଂ କେରଳ ସରକାରଙ୍କ ମଧ୍ୟରେ ହୋଇଥିବା ମାମଲାର ନିଷ୍ପତ୍ତି ସମଗ୍ର ଭାରତରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲା। ସେ କେରଳର ଶଙ୍କରାଚାର୍ଯ୍ୟ ଭାବରେ ମଧ୍ୟ ଜଣାଶୁଣା। ୧୯୭୩ ମସିହାରେ କେଶବାନନ୍ଦ ଭାରତୀ…

Read More

ମିଛ କେସରେ ଇସ୍ରୋ ବୈଜ୍ଞାନିକଙ୍କୁ ଜେଲ ଏବଂ କ୍ୟାରିଅର ନଷ୍ଟ ; ୧.୩୦ କୋଟି କ୍ଷତିପୂରଣ ମିଳିବ

ନୂଆଦିଲ୍ଲୀ: ନ୍ୟାୟ ଟିକେ ପାଇବା  ପାଇଁ ଦୀର୍ଘ ୨୬ ବର୍ଷ ଧରି ଲଢ଼େଇ କରିଥିବା  ଶେଷରେ ଜଣେ ଇସ୍ରୋ ବୈଜ୍ଞାନିକଙ୍କୁ ସଫଳତା ମିଳିଛି। ମଙ୍ଗଳବାର ଦିନ କେରଳ ସରକାର ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO)ର ପୂର୍ବତନ ବୈଜ୍ଞାନିକ ନାମ୍ବି ନାରାୟଣନଙ୍କୁ ୨୬ ବର୍ଷର ପୁରୁଣା ଗୁପ୍ତଚର ମାମଲାର ସମାଧାନ ପାଇଁ ୧.୩୦ କୋଟି ଟଙ୍କା ଅତିରିକ୍ତ କ୍ଷତିପୂରଣ ପ୍ରଦାନ କରିଛନ୍ତି। ଯେଉଁଥିରେ ସେ ରାଜ୍ୟ ପୋଲିସର ମିଛ କେସ   ଦ୍ୱାରା ସମ୍ପୃକ୍ତ ଥିଲେ। ନାମ୍ବି ନାରାୟଣମଙ୍କୁ…

Read More
petrol tank

ଜେଲରେ ସଜ୍ଜା କାଟୁଥିବା ଅନ୍ତେବାସିମାନେ ପେଟ୍ରୋଲ ପମ୍ପରେ ନିୟୋଜିତ ହେବେ

କେରଳ : କେରଳର ଜେଲ ରେ ସଜ୍ଜା କାଟୁଥିବା ଅନ୍ତେବସିମାନେ ବର୍ତ୍ତମାନ ପେଟ୍ରୋଲ ପମ୍ପରେ କର୍ମଚାରୀ ଭାବରେ କାର୍ଯ୍ୟ କରିବେ ଏବଂ ଘରକୁ ଦରମା ନେଇଯିବେ କାରଣ କେରଳ ସରକାର ଭାରତୀୟ ତୈଳ ନିଗମ ସହ ମିଳିତ ଭାବେ ଚୁକ୍ତି କରିଛନ୍ତି।  ଜେଲ ଡିଜିପି ସମ୍ବାଦ ସରବରାହ ସଂସ୍ଥା ଏଏନଆଇ  କୁ  ସୂଚନା ଦେଇ କହିଛନ୍ତି ଯେ ପେଟ୍ରୋଲ ପମ୍ପରେ ଜେଲ ଅନ୍ତେବାସୀଙ୍କୁ ନିଯୁକ୍ତି ଦେବା ପାଇଁ ପଦକ୍ଷେପ ନିଆଯାଇଛି ଯେପରି କେରଳରେ ଅନେକ ପ୍ରକଳ୍ପ ରହିଛି…

Read More

କୋଭିଡ଼-୧୯ର ଗୁଣବତ୍ତା ତଥ୍ୟରେ କର୍ଣ୍ଣାଟକ ଶ୍ରେଷ୍ଠ,ଆନ୍ଧ୍ରପ୍ରଦେଶ ରେ କରୋନା ଟେଷ୍ଟ ୨୮୦୦ଟଙ୍କା ରୁ ଅଧିକ ନୁହେଁ,ଆଉ ଲକଡାଉନ ହେବନି କେରଳ ରେ

କେରଳ: ଆଜି ଅନୁଷ୍ଠିତ ଏକ ସ୍ୱତନ୍ତ୍ର କ୍ୟାବିନେଟ ବୈଠକ ରେ ନିଷ୍ପତ୍ତି ନିଆଯାଇଛି ଯେ ଆଉ କେରଳରେ ଲକ ଡାଉନ ହେବନି।ଏହା ବ୍ୟବସାୟ ଉପରେ  ପ୍ରଭାବ ପକାଉଛି। ଯେଉଁଠାରେ ରୋଗ ସଂକ୍ରମଣର ମାତ୍ରା ଅଧିକ, ସେହି ଅଞ୍ଚଳରେ ପୋଲିସର ଅନୁସନ୍ଧାନ ଏବଂ ପ୍ରତିବନ୍ଧକକୁ କଡାକଡି କରାଯିବ। ଦୋକାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇପାରେ। ଏହି ସମୟରେ, କୋଜିକୋଡେରେ ଏକ ପରିବାରର ତୃତୀୟ ସଦସ୍ୟ ଆଜି କରୋନୋ ଭୂତାଣୁ ରେ ସଂକ୍ରମିତ ହୋଇଛନ୍ତି। କୋଭିଡ କାରଣରୁ ଆଉ…

Read More

ଦେଶରେ କରୋନା ସୁସ୍ଥ ଙ୍କ ସଂଖ୍ୟା ବୃଦ୍ଧି, ମହାରାଷ୍ଟ୍ର ରେ ମୃତୁ ସଂଖ୍ୟା ୧୦,୪୮୨

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୭,୯୮୮ ରୋଗୀ ସୁସ୍ଥ ହୋଇଛନ୍ତି। ତେବେ ଏହି ସମୟ ମଧ୍ୟରେ ୨୮,୪୯୮ ନୂତନ ମାମଲା ମଧ୍ୟ ରିପୋର୍ଟ କରାଯାଇଛି। ଦେଶରେ କରୋନା ସଂକ୍ରମଣର ସଂଖ୍ୟା ୯  ଲକ୍ଷ ଅତିକ୍ରମ କରିଛି | ଏଥିମଧ୍ୟରୁ ୫.୫୩ ଲକ୍ଷରୁ ଅଧିକ ରୋଗୀ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ, ସକ୍ରିୟ ମାମଲାରୁ ସୁସ୍ଥ ହେଉଥିବା…

Read More