Home » Kerala News
naveen patnaik

Naveen Patnaik: ସଂସଦରେ ନବୀନଙ୍କୁ ପ୍ରଶଂସା କଲେ ଅମିତ ଶାହା

ନୂଆଦିଲ୍ଲୀ: କେରଳର ୱାୟାନାଡରେ ଏକ ଭୂସ୍ଖଳନ ଘଟଣା (Landslides in Kerala’s Wayanad) ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହା ସଂସଦରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ମୋର ସମବେଦନା ରହିଛି। ଏହି ସମୟରେ ସେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଙ୍କୁ ପ୍ରଶଂସା କରିଛନ୍ତି। ସଂସଦରେ ଗୃହମନ୍ତ୍ରୀ ଶାହା କହିଛନ୍ତି ଯେ ଜୁଲାଇ ୨୩ ରେ କେରଳ ସରକାରଙ୍କୁ କେନ୍ଦ୍ର…

Read More
Odisha Temperature Today Updates

Odisha Weather Report: ରାଜ୍ୟର ପଶ୍ଚିମ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ବୃଦ୍ଧି ପାଇବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ଵର (ବ୍ୟୁରୋ): Odisha Weather Report ରାଜ୍ୟର ପଶ୍ଚିମ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ଆହୁରି ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗିର, ବୌଦ୍ଧ, ସୋନପୁର ଓ ବରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ବୃଦ୍ଧି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ପୁରୀ, ଖୋର୍ଦ୍ଧା, କଟକ, ରାୟଗଡ଼ା, କନ୍ଧମାଳ ଜିଲ୍ଲାର…

Read More
odisha_weather

Odisha Weather Monsoon Report: କେରଳ ଛୁଇଲା ମୌସୁମୀ,୧୦ ଜିଲ୍ଲାରେ କାଳବୈଶାଖୀ  

ଭୁବନେଶ୍ଵର (ବ୍ୟୁରୋ): Odisha Weather Monsoon Report ଖୁସି ଖବର ଗରମ ଏବଂ ଗୁଳୁଗୁଳିରୁ ଶୀଘ୍ର ମିଳବ ମୁକ୍ତି। ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟର ୩ ଦିନ ପୂର୍ବରୁ ଆଜି କେରଳ (Kerala) ରେ ପହଞ୍ଚିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‍ କରି ସୂଚନା ଦିଆଯାଇଛି। ପୂର୍ବରୁ ଜୁନ ମାସ ୧ ତାରିଖ ଦିନ ମୌସୁମୀ କେରଳ ସ୍ପର୍ଶ କରିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଥିଲା। ମାତ୍ର ଏହାର…

Read More
Zika-virus

Zika Virus: ଆସିଲା ଜିକା ଭାଇରସ, ୧୪ ଜଣ ରୋଗୀ ଚିହ୍ନଟ ପରେ କେରଳକୁ ଗଲେ କେନ୍ଦ୍ରୀୟ ଟିମ୍

ନୂଆଦିଲ୍ଲୀ: କରୋନା ଭାଇରସ (Coronavirus) ର ୨ୟ ଲହରକୁ ଦେଶ ମୁକାବିଲା କରିଥିବାବେଳେ ଏବେ ଆସିଲା ଜିକା ଭାଇରସ (Zika Virus)। କେରଳ (Kerala) ରେ ୧୪ଟି ଜିକା ଭୂତାଣୁ ଚିହ୍ନଟ ହେବା ପରେ କେନ୍ଦ୍ରସରକାର ରାଜ୍ୟକୁ ଏକ ୬ ଜଣିଆ ବିଶେଷଜ୍ଞ ଦଳ ପଠାଇଛି। ଏହି ଦଳ ସେଠାରେ ଥିବା ପରିସ୍ଥିତିର ଅନୁଧ୍ୟାନ କରିବେ ଏବଂ ଜିକା ମାମଲା ପରିଚାଳନାରେ ରାଜ୍ୟ ସରକାରଙ୍କୁ ସାହାଯ୍ୟ କରିବେ। Also Read | Angul Covid-19: ଆଜି ଅନୁଗୁଳ…

Read More
prize

Lottery: ଭାରତୀୟ ଟ୍ୟାକ୍ସି ଡ୍ରାଇଭର ଲଟେରୀରେ ଜିତିଲେ ୪୦ କୋଟି ପୁରସ୍କାର

ଦୁବାଇ:ଭାଗ୍ୟ ମଣିଷକୁ କେତେବେଳ କଣ ଦିଏ ତାହା କେହି ଜାଣିନଥାନ୍ତି। ପ୍ରତିବର୍ଷ ହଜାର ହଜାର ଭାରତୀୟ ଲୋକ ଉନ୍ନତ ସୁଯୋଗ ଏବଂ ଜୀବନଶୈଳୀ ପାଇଁ ଦୁବାଇ (Dubai) କୁ ଯାଆନ୍ତି। ଆଉ ଏଠାରେ ଭାଗ୍ୟ ମଧ୍ୟ କିଛି ଭାଗ୍ୟବାନ ଲୋକଙ୍କ ପ୍ରତି ଦୟାଳୁ ହୁଏ। ଏମିତି ଏକ ଘଟଣା ଘଟିଛି ଟ୍ୟାକ୍ସି ଡ୍ରାଇଭର ରଣଜିତ୍ ସୋମରାଜନ୍ ଏବଂ ତାଙ୍କ ସାଙ୍ଗମାନଙ୍କ ସହିତ। ଭାଗ୍ୟ ତାଙ୍କ ଜୀବନକୁ ସୁନାରେ ପରିବର୍ତ୍ତନ କରିଦେଇଛି। କେରଳର କୋଲାମ ଜିଲ୍ଲାରୁ ୩୭ ବର୍ଷିୟ…

Read More