Home » kisan
Rahul Gandhi

ପ୍ରଧାନମନ୍ତ୍ରୀ ଜଣେ ‘ଭୟାଳୁ’, ଯଦି କଂଗ୍ରେସ କ୍ଷମତାରେ ଥାଆନ୍ତା ତେବେ ଚୀନକୁ ୧୫ ମିନିଟରେ ଫିଙ୍ଗି ଦେଇଥାନ୍ତା: ରାହୁଲ ଗାନ୍ଧୀ

ହରିୟାଣା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi )ଙ୍କ ଉପରେ ତୀବ୍ର ଆକ୍ରମଣ କରି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ(Rahul Gandhi) ହରିୟାଣା (Haryana) ରେ ଏକ କୃଷକ ସମାବେଶକୁ ସମ୍ବୋଧିତ କରିବା ସମୟରେ ଏପରି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଏହି ବିବାଦୀୟ ମନ୍ତବ୍ୟ ମଙ୍ଗଳବାର ଦିନ କୁରୁକ୍ଷେତ୍ରରେ କୃଷକ ଏବଂ ଦଳୀୟ କର୍ମୀଙ୍କ ସମାବେଶକୁ ସମ୍ବୋଧିତ କରିବାବେଳେ ରାହୁଲ ଗାନ୍ଧୀ କହିଛନ୍ତି। ଚୀନ୍ (China) ଦ୍ୱାରା ଦେଖାଯାଇଥିବା ଆକ୍ରୋଶ ମଧ୍ୟରେ ପ୍ରଧାନମନ୍ତ୍ରୀ ଏକ ନମ୍ର…

Read More

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା : ପରବର୍ତ୍ତୀ କିସ୍ତି ପୂର୍ବରୁ ସରକାର କୃଷକମାନଙ୍କୁ ବାର୍ତ୍ତା

ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନା ଅନୁଯାୟୀ କେନ୍ଦ୍ର ସରକାର ଦେଶର କୃଷକମାନଙ୍କୁ ପ୍ରତିବର୍ଷ ୬,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଏହି ଯୋଜନା ଅଧୀନରେ ସରକାର ପ୍ରତିବର୍ଷ ତିନୋଟି ସମାନ କିସ୍ତିରେ ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର ମାଧ୍ୟମରେ କୃଷକମାନଙ୍କୁ ଏହି ରାଶି ପଠାନ୍ତି। ଏହି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଥାଏ ।  କରୋନା ଭୂତାଣୁ ମହାମାରୀର ଏହି  ସମୟରେ ଚାଷୀଙ୍କୁ ପ୍ରତ୍ୟକ୍ଷ ସହାୟତା ପ୍ରଦାନ କରିବାକୁ ସରକାର ଚଳିତ ଆର୍ଥିକ ବର୍ଷର…

Read More