IPL 2020: କ୍ୱିଣ୍ଟନ୍ ଡିକକ୍ ଙ୍କ ବଡ ଇନିଂସ ସହିତ ମୁମ୍ବାଇ ଇଣ୍ଡିଆନ୍ସର କ୍ରମାଗତ ପଞ୍ଚମ ମ୍ୟାଚ୍ ବିଜୟ
ଦୁବାଇ: ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians) ଶୁକ୍ରବାର ଦିନ କ୍ୱିଣ୍ଟନ୍ ଡିକକ୍ (Quinton Dekock) ୭୮* ଏବଂ ଅଧିନାୟକ ରୋହିତ ଶର୍ମା (Rohit Sharma) ଙ୍କ ଆକ୍ରମଣାତ୍ମକ ପ୍ରାରମ୍ଭ ସହିତ ପ୍ରଥମ ୱିକେଟ୍ ପାଇଁ ୯୪ ରନ୍ ଭାଗିଦାରୀ କରିଥିଲା। ୪୪ ବଲ ଖେଳି ଅପରାଜିତ ଇନିଂସରେ ଡିକକ୍ ନଅଟି ଚାରି ଓ ତିନିଟି ଛକା ମାରିଥିଲେ। ଟୁର୍ନାମେଣ୍ଟରେ ଏହା ମୁମ୍ବାଇର କ୍ରମାଗତ ପଞ୍ଚମ ବିଜୟ ସହ ଦଳକୁ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନକୁ ନେଇଛି। ଆଠଟି…
