Home » kolkata
bhuban_badyakar_kacha_badam

Kacha Badam ଗୀତରେ ରାତାରାତି ଷ୍ଟାର ପାଲଟି ଥିବା ଭୁବନ ବାଦ୍ୟାକର ଦୁର୍ଘଟଣାଗ୍ରସ୍ତ, ଡାକ୍ତରଖାନାରେ ଭର୍ତ୍ତି

କୋଲକାତା: Kacha Badam Song Bhuban Badyakar ସୋମବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ‘କଚା ବାଦାମ’ ଗୀତର ରଚୟତା ଭୁବନ ବାଦ୍ୟାକର (Bhuban Badyakar) ଆହତ ହୋଇଛନ୍ତି। ଭୁବନ ବାଦ୍ୟାକରଙ୍କୁ ସିୟଦୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେ ଚିକିତ୍ସିତ ହେଉଛନ୍ତି। କୁହାଯାଉଛି ଯେ ଭୁବନ ଏକ ସେକେଣ୍ଡ ହ୍ୟାଣ୍ଡ କାର କିଣିବା ପରେ କାରଟି ଚଳାଇବା ଶିଖୁଥିଲେ। ସେ ଅନିୟନ୍ତ୍ରିତ ହେତୁ ସୋମବାର ରାତିରେ ଦୁର୍ଘଟଣା ହୋଇଥିଲେ। ବାଦକରଙ୍କୁ ତୁରନ୍ତ ଡାକ୍ତରଖାନାରେ…

Read More
mamata

Watch: ପିଏମ ମୋଦୀଙ୍କ ସ୍କ୍ରୁ ଢିଲା, ଦେଶରେ ଶିଳ୍ପ ବିକାଶ ହ୍ରାସ ପାଉଛି କିନ୍ତୁ ତାଙ୍କ ଦାଢି ବଢୁଛି: ମମତା ବାନାର୍ଜୀ

କୋଲକାତା: ଆସନ୍ତାକାଲି ପଶ୍ଚିମବଙ୍ଗ (West Bengal) ରେ ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ (Vote) ଅନୁଷ୍ଠିତ ହେବ। ଏହାପୂର୍ବରୁ ରାଜନୈତିକ ଦଳ ମଧ୍ୟରେ ରାଜନୈତିକ ମତଭେଦ ବୃଦ୍ଧି ପାଇଛି। ଆଜି ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀ (Mamata Banerjee) ପ୍ରଧାନମନ୍ତ୍ରୀ ମୋଦୀ (PM Modi) ଙ୍କ ବିଷୟରେ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଏକ ରାଲିକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍କ୍ରୁ ଢିଲା ଅଛି। ମମତା ବାନାର୍ଜୀ କହିଛନ୍ତି,…

Read More
airplane

Air Bubble: ବାଂଲାଦେଶ ଓ ଭାରତ ମଧ୍ୟରେ “ଏୟାର୍ ବବଲ୍‌” ବିମାନ ଚଳାଚଳ ଆରମ୍ଭ

ନୂଆଦିଲ୍ଲୀ: ବାଂଲାଦେଶ ଓ ଭାରତ ମଧ୍ୟରେ “ଏୟାର୍ ବବଲ୍‌” (Air Bubble) ବ୍ୟବସ୍ଥା ମାଧ୍ୟମରେ ଚଳିତମାସ ୨୮ ତାରିଖରୁ ବିମାନ ଚଳାଚଳ ପୁଣିଥରେ ଆରମ୍ଭ ହେବ। ଏକ ଫେସବୁକ ‌ପୋଷ୍ଟ୍ ଜରିଆରେ ଏ ସମ୍ପର୍କରେ ସୂଚନା ଦେଇ ବାଂଲାଦେଶର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ତିନୋଟି ବାଂଲାଦେଶୀ ଏୟାରଲାଇନସ୍ ବିମାନ ବାଂଲାଦେଶ, ୟୁଏସ୍ ବାଂଲା ଏୟାରଲାଇନସ୍ ଓ ନୋଭୋ ଏୟାର୍ ପ୍ରଥମ ପର୍ଯାୟରେ ଭାରତକୁ ସାପ୍ତାହିକ ୨୮ଟି ଉଡାଣ କରିବ। ସେହିପରି ୫ଟି ଭାରତୀୟ ବିମାନ ସେବାସଂସ୍ଥା…

Read More
Sherlyn Chopra

Sherlyn Chopra: ଶେର୍ଲିନ୍ ଚୋପ୍ରାଙ୍କ ଚାଞ୍ଚଲ୍ୟକର ତଥ୍ୟ, ଅନେକ ଅଭିନେତା ଏବଂ କ୍ରିକେଟରଙ୍କ ପତ୍ନୀ ଡ୍ରଗ୍ ନିଅନ୍ତି!

ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶେରଲିନ୍ ଚୋପ୍ରା (Sherlyn Chopra) ଏକ ବଡ଼ ଖୁଲାସା କରିଛନ୍ତି। ଏକ ଟିଭି ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ଶେରଲିନ୍ ଚୋପ୍ରା କହିଛନ୍ତି ଯେ ବଡ଼ କ୍ରିକେଟର (Cricketer) ଏବଂ ସୁପରଷ୍ଟାରଙ୍କ ପତ୍ନୀ ଡ୍ରଗ୍ସ ନିଅନ୍ତି। ଏହି ସାକ୍ଷାତକାର ମାଧ୍ୟମରେ ଶେରଲିନ୍ ଚୋପ୍ରା କ୍ରିକେଟ୍ ଇଣ୍ଡଷ୍ଟ୍ରି ସହିତ ବଲିଉଡ ଉପରେ ପ୍ରଶ୍ନ କରିଛନ୍ତି। ଶେର୍ଲିନ୍ କହିଛନ୍ତି ଯେ ଏନସିବି ବହୁତ ଭଲ କାମ କରୁଛି। ଶେର୍ଲିନ୍ ଚୋପ୍ରା କହିଛନ୍ତି…

Read More

ଚୀନ କୁ ବିରୋଧ କରି ଜୋମାଟୋ କର୍ମଚାରୀ ଟିସାର୍ଟ ପୋଡ଼ିଲେ

କୋଲକାତା ରେ ଜୋମାଟୋ  ଖାଦ୍ୟ ହୋମ୍ ଡେଲିଭରି କମ୍ପାନୀର କିଛି କର୍ମଚାରୀ,ଜୋମାଟୋ ରେ ଚୀନ ର ଇନଭେଷ୍ଟମେଣ୍ଟ କୁ ବିରୋଧ କରି ଅଫିସିଆଲ ଟି ସାର୍ଟ କୁ ପୋଡିଦେଇଛନ୍ତି। ଗତ ଜୁନ ୧୫ ତାରିଖରେ ଲଦାଖ ର ଗଲୱାନ ରେ ୨୦  ଭାରତୀୟ ଯବାନ ଙ୍କ ହତ୍ୟା ହୋଇଥିବା ପ୍ରତିବାଦରେ କିଛି  ଜୋମାଟୋ କର୍ମଚାରୀ ଚୀନ  କୁ ବିରୋଧକରି ଏପରି କରିଛନ୍ତି।ଶନିବାର ସହରର ଦକ୍ଷିଣ-ପଶ୍ଚିମ ଭାଗରେ ଥିବା ବେହାଲା ଠାରେ ବିରୋଧ ପ୍ରଦର୍ଶନ ବେଳେ କେତେକ ଜୋମାଟୋ…

Read More