Kotia: କୋଟିଆ ସୀମା ବିବାଦ; ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ଦେଲେ ସମୟ
ନୁଆଦିଲ୍ଲୀ: କୋଟିଆ ସୀମା ବିବାଦ (Kotia Land Disputes) ପ୍ରସଙ୍ଗରେ ସୁପ୍ରିମକୋର୍ଟ ଓଡ଼ିଶା (Odisha) ସରକାରଙ୍କୁ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ସମୟ ଦେଇଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ ଆନ୍ଧ୍ରପ୍ରଦେଶ (Andhra Pradesh) ପକ୍ଷରୁ ୫୦ ପୃଷ୍ଠାର ସତ୍ୟପାଠ ଦାଖଲ କରାଯାଇଥିଲା। ଆନ୍ଧ୍ରପ୍ରଦେଶର ସତ୍ୟପାଠ ଉପରେ ଜବାବ ଦାଖଲ ପାଇଁ ଓଡ଼ିଶାକୁ ଏହି ସମୟ ମିଳିଥିବା କୁହାଯାଇଛି। ଏହି ମାମଲାର ତ୍ୱରିତ ଶୁଣାଣି କରିବା ପାଇଁ ଓଡ଼ିଶା ପକ୍ଷରୁ ଜଣେ ବରିଷ୍ଠ ଆଇନ୍ଜୀବୀ ସୁପ୍ରିମକୋର୍ଟଙ୍କ ପ୍ରଧାନ…
