Home » KUWAIT
dharmendra pradhan kuwait

Kuwait : କୁଏତ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କୁଏତର ଦିବଙ୍ଗତ ସମ୍ରାଟଙ୍କୁ ଭାରତ ତରଫରୁ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିବଙ୍ଗତ କୁଏତ ସମ୍ରାଟ ଆରବ କୂଟନୀତିର ଭୀଷ୍ମ ପିତାମହ ଥିଲେ କୁଏତ ତୈଳମନ୍ତ୍ରୀଙ୍କ ସହ ସାକ୍ଷାତ ଓ ପୁଞ୍ଜିନିବେଶ ନେଇ ଆଲୋଚନା କୁଏତ : କୁଏତର ସମ୍ରାଟ ଶେଖ ସବାହ (Sheikh Sabah)ଙ୍କ ବିୟୋଗରେ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ତରଫରୁ ସାରା ଦେଶକୁ ପ୍ରତିନିଧିତ୍ଵ କରି ସେ ଦେଶର ବର୍ତ୍ତମାନ ସମ୍ରାଟ ଶେଖ ନୱାଫଙ୍କୁ ସାକ୍ଷାତ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି…

Read More
dharmendra pradhan

ବିଶ୍ୱ ସମୁଦାୟର ଆଶା ଓ ଆକାଂକ୍ଷାକୁ ପୂରଣ କରିବ ଆତ୍ମନିର୍ଭର ଭାରତ ଅଭିଯାନ:ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଆତ୍ମନିର୍ଭର ଭାରତ ଅଭିଯାନ କେବଳ ଦେଶକୁ ଆତ୍ମନିର୍ଭର କରିବ ନାହିଁ ବରଂ ବିଶ୍ୱ ସମୁଦାୟର ଆଶା ଓ ଆକାଂକ୍ଷାକୁ ମଧ୍ୟ ପୂରଣ କରିବ ବୋଲି ଶୁକ୍ରବାର କୁଏତର ଭାରତୀୟ ପ୍ରବାସୀ ପରିଷଦର ଓଡିଶା ସଂଘ ଦ୍ୱାରା ଆୟୋଜିତ ‘ଆତ୍ମନିର୍ଭର ଭାରତ’ ୱେବିନାରରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ବିଶ୍ୱ କରୋନା ମହାମାରୀର ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ…

Read More