LENOVO YOGA SLIM 7I ଭାରତରେ ଲଞ୍ଚ
LENOVO YOGA SLIM 7i କମ୍ପାନୀର ସର୍ବଶେଷ ପତଳା ଏବଂ ହାଲୁକା ଲାପଟପ୍ ଭାବରେ ଭାରତରେ ଲଞ୍ଚ କରିଛି। ଏହା ଦଶମ ଜେନରେଶନ ଇଣ୍ଟେଲ ସଞ୍ଚାଳକ( 10th generation Intel processor )ଦ୍ଵାରା ଓ ଏନଭିଡିଆ ଗ୍ରାଫିକ୍ସ( NVIDIA graphics ) ସହିତ ଚାଳିତ ଯୁଗର ଆଧୁନିକତା ପାଇଁ ଡିଜାଇନ୍ କରାଯାଇଛି। ଲାପଟପ୍ ଟି ଆଲୁମିନିୟମ୍ ନିର୍ମିତ ଏବଂ ବିଭିନ୍ନ ଭଏସ୍ ଆସିଷ୍ଟାଣ୍ଟଙ୍କ ( voice assistants ) ସମର୍ଥନ ସହିତ ଏଆଇ-ଚାଳିତ( AI-powered ) ସେନସର୍…
