ସୋପିଆନ୍ ଏନକାଉଣ୍ଟର: ଚାରି ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
କାଶ୍ମୀର ଉପତ୍ୟକାରେ କ୍ରମାଗତ ଦ୍ୱିତୀୟ ଦିନ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ସୋପିଆନ୍ ଅସ୍ମିପୋରା ଗ୍ରାମରେ ଚାଲିଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀ ୪ ଜଣ ଆତଙ୍କବାଦୀଙ୍କୁ ନିହତ କରିଛି। ଆତଙ୍କବାଦୀଙ୍କ ଉପସ୍ଥିତି ଯୋଗୁଁ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ବର୍ତ୍ତମାନ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦେଇଛି। ଏହି ଏନକାଉଣ୍ଟର ରେ ପୋଲିସର ମିଳିତ ଟିମ୍, ୬୨ଆରଆର ଏବଂ ସିଆରପିଏଫ ସେନାର ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ…
