Home » Local odia news
RajuMishra

Raju Mishra: ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ନିର୍ମାତା ରାଜୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ଵର: ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ନିର୍ମାତା ରାଜୁ ମିଶ୍ର (Raju Mishra) ଙ୍କର ୭୨ବର୍ଷ ବୟସରେ ଆଜି ହୃଦ୍‍ଘାତରେ ପରଲୋକ ଘଟିଛି। ଏ ନେଇ ତାଙ୍କ ପତ୍ନୀ ପ୍ରତିମା ମଞ୍ଜରୀ ମିଶ୍ର ସୂଚନା ଦେଇଛନ୍ତି।  ଜଟଣୀ ସ୍ଥିତ ନିଜ ବାସଭବନରେ ସେ ବସିଥିବାବେଳେ ହୃଦ୍‍ଘାତ ହୋଇଥିଲା । ଲୋକପ୍ରିୟ ଚଳଚ୍ଚିତ୍ର ଚକାଆଖି ସବୁଦେଖୁଛି, ପୁଅମୋର କଳାଠାକୁର, ସାଗର ଗଙ୍ଗା, ଉଲ୍‍କା ଏବଂ ମମତା ମାଗେ ମୁଲ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ପାଇଁ ସେ ଅନେକ…

Read More
muzaffarnagar

Family Court: ଫ୍ୟାମିଲି କୋର୍ଟର ବିରଳ ନିଷ୍ପତ୍ତି, ପତ୍ନୀ ଦେବ ସ୍ୱାମୀଙ୍କୁ ମାସିକ ପ୍ରତିପୋଷଣ ଖର୍ଚ୍ଚ

ମୁଜାଫରନଗର: ଆଜିସୁଦ୍ଧା ଆପଣ ନିଶ୍ଚୟ ଶୁଣିଥିବେ ଯେ ପତ୍ନୀଙ୍କୁ ରକ୍ଷଣାବେକ୍ଷଣ ଭତ୍ତା ଭାବରେ ଟଙ୍କା ଦେବା ପାଇଁ ସ୍ୱାମୀଙ୍କୁ ଫ୍ୟାମିଲି କୋର୍ଟ (Family Court) ନିର୍ଦ୍ଦେଶ ଦେଇଥାଏ। କିନ୍ତୁ ଉତ୍ତରପ୍ରଦେଶର ମୁଜାଫରନଗର (Muzaffarnagar) ରେ ପରିବାର କୋର୍ଟ ନିଜର ଏକ ଅନନ୍ୟ ରାୟ ବଳରେ ସ୍ଵାମୀର ମାସିକ ରକ୍ଷଣାଭକ୍ଷଣା ଖର୍ଚ୍ଚ  ପତ୍ନୀଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୋର୍ଟର ଏହି ନିଷ୍ପତ୍ତିରେ ସ୍ୱାମୀ ଖୁସି ନୁହଁନ୍ତି। ସେ କୋର୍ଟ ମାଧ୍ୟମରେ ତାଙ୍କ ପତ୍ନୀଙ୍କ ଏକ ତୃତୀୟାଂଶ ପେନ୍‌ସନ୍‌…

Read More
Weather Report of Odisha

Weather Report: ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ଵର: ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, କଟକ, ଜଗତ୍‍ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ ଓ ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। Also Read : Lock Down: ରାଜ୍ୟ…

Read More