School Closed: କରୋନା କାଳରେ ସ୍କୁଲ, କଲେଜ ବନ୍ଦ ପାଇଁ ଲକ୍ଷେରୁ ଅଧିକ ଛାତ୍ରଛାତ୍ରୀ ଡ୍ରପଆଉଟ
ନୂଆଦିଲ୍ଲୀ:କରୋନା ସଂକ୍ରମଣ (Coronavirus) ପରେ ବାରମ୍ବାର ଦେଶରେ ଲକଡାଉନ (Lockdown) ଏବଂ ସଟଡାଉନ (Shutdown) ଶିକ୍ଷା କ୍ଷେତ୍ର ଉପରେ ବହୁତ ପ୍ରଭାବ ପକାଇଛି। ସୂଚନା ଅନୁସାରେ କେନ୍ଦ୍ର କହିଛି ଯେ ଏହାର ପ୍ରକୃତ ପ୍ରଭାବ ଆକଳନ କରିବା କଷ୍ଟକର କାରଣ ଏହା ପାଇଁ ସର୍ବଶେଷ ଉପଲବ୍ଧ ବ୍ୟାପକ ସରକାରୀ ତଥ୍ୟ ଉପଲବ୍ଧ ନାହିଁ। ସୋମବାର ପ୍ରକାଶ ପାଇଥିବା ଇକୋନୋମିକ୍ ସର୍ଭେରେ (Economic Survey) ଏହା ପ୍ରି-କୋଭିଡ୍ ଟ୍ରେଣ୍ଡ୍ ବୋଲି କହିଛି, କିନ୍ତୁ COVID-19 ପ୍ରବର୍ତ୍ତିତ ପ୍ରତିବନ୍ଧକ…
