Home » Long line
Veg-Biryani

Karnataka Biryani: ବିରିୟାନି ପାଇଁ ଦୋକାନରେ ୧.୫ କିଲୋମିଟର ଲମ୍ବା ଧାଡି, ସକାଳ ୪ ଟାରୁ ଲାଇନ

କର୍ଣ୍ଣାଟକ: କରୋନା (Corona) କାଳରେ ସଟଡାଉନ ଏବଂ ଲକଡାଉନ୍ ହୋଇଥିଲା। ପରେ, ନିୟମକୁ କୋହଳ କରି ଯେତେବେଳେ କେତେକ ରାଜ୍ୟକୁ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଗଲା, ସେତେବେଳେ  ସେଠାରେ ଥିବା ଲମ୍ବା ଧାଡିଗୁଡ଼ିକୁ ଆପଣ ନିଶ୍ଚୟ ଦେଖିଥିବେ। କେତେ ଲମ୍ବା ଧାଡ଼ି ଥିଲା। କିନ୍ତୁ, କର୍ଣ୍ଣାଟକର ହୋସକୋଟ (Hoskote)ସହରରେ ଏକ ବିରିୟାନି ଦୋକାନ ବାହାରେ ସକାଳ ଚାରିଟାରୁ ଗ୍ରହମାନଙ୍କର ଏକ ଲମ୍ବା ଲାଇନ ଦେଖିବାକୁ ମିଳୁଛି। ଖବର ଅନୁସାରେ କର୍ଣ୍ଣାଟକର, ହୋସକୋଟ ସହରରେ ଏକ ବିରିୟାନି…

Read More