November Rule Changes 2026: ନଭେମ୍ବର ୧ରୁ ବଦଳିଲା ନିୟମ, LPG, GST ଠାରୁ PNB କାର୍ଡ ପର୍ଯ୍ୟନ୍ତ ନୂଆ ପରିବର୍ତ୍ତନ
ନୂଆ ମାସ ଆରମ୍ଭ ସହ ଦେଶରେ ଏକାଧିକ ଆର୍ଥିକ ଓ ଦୈନନ୍ଦିନ ନିୟମରେ ପରିବର୍ତ୍ତନ ହୋଇଛି। ଗ୍ୟାସ୍ ସିଲିଣ୍ଡର ଦରଠାରୁ ଆରମ୍ଭ କରି ବ୍ୟାଙ୍କିଂ, ପେନସନ ଓ ମୋବାଇଲ କଲିଂ ପର୍ଯ୍ୟନ୍ତ ଏହାର ପ୍ରଭାବ ପଡ଼ିବ।
