Home » LUCKNOW

ମଧ୍ୟପ୍ରଦେଶ ରାଜ୍ୟପାଳ ଙ୍କ ଦେହାନ୍ତ

ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ର ୮୫ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଆଜି ସକାଳେ ଲକ୍ଷ୍ନୌ  ର ମେଦାନ୍ତା ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ସେ ସକାଳ ୫.୩୫ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଲାଲଜୀ ଟଣ୍ଡନଙ୍କୁ ଅନେକ ଦିନ ଧରି ରାଜଧାନୀର ମେଦାନ୍ତା  ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପୁଅ ତଥା ମ୍ୟୁନିସିପାଲିଟି ବିକାଶ ମନ୍ତ୍ରୀ ଆଶୁତୋଷ ଟଣ୍ଡନ ଏହି ଦୁଃଖଦ ଖବରକୁ ଏକ ଟ୍ୱିଟରେ ସେୟାର କରିଛନ୍ତି। ଉତ୍ତରପ୍ରଦେଶ ରାଜନୀତିରେ ଟଣ୍ଡନ୍…

Read More