ମ୍ୟାଲେରିଆ ରୋଗ ସମ୍ପର୍କରେ ଏଣିକି ପୂର୍ବାନୁମାନ କରିବ ପାଣିପାଗ ବିଭାଗ
ଭୁବନେଶ୍ଵର: ଭାରତୀୟ ପାଣିପାଗ ବିଭାଗ ପାଣିପାଗ ସମ୍ବନ୍ଧୀୟ ଆଗୁଆ ସତର୍କତା ସୂଚନା ଦେଉଛି। ବର୍ତ୍ତମାନ ଏହି ବିଭାଗ ସ୍ୱଚ୍ଛତା ସହ ମାଈ ଆନୋଫିଲିସ୍ ମଶା ପାଇଁ ବ୍ୟାପୁଥିବା ମ୍ୟାଲେରିଆ ରୋଗ ସମ୍ପର୍କରେ ମଧ୍ୟ ପୂର୍ବାନୁମାନ କରିବ ବୋଲି ଜଣାପଡ଼ିଛି। କେଉଁ ଅଞ୍ଚଳରେ ମ୍ୟାଲେରିଆ ରୋଗ ବ୍ୟାପିବା ବିଷୟରେ ଆଗୁଆ ସତର୍କବାଣୀ ପାଣିପାଗ ପରି ଜନସାଧାରଣଙ୍କୁ ଜଣାଇବ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଭାରତୀୟ ପାଣିପାଗ ବିଭାଗର ମିଳିତ ସହଯୋଗରେ ଏହି ପ୍ରକଳ୍ପ ହାତକୁ ନିଆଯାଇଛି। ଆସନ୍ତା ମୌସୁମୀରୁ ମ୍ୟାଲେରିଆ…
