Home » Malkangiri News Updates
weather-forecast

Weather Report Odisha: ୫ ଜିଲ୍ଲାକୁ କାଳବୈଶାଖୀ ନେଇ ସତର୍କ ସୂଚନା ଜାରି

ଭୁବନେଶ୍ଵର: Weather Report Odisha ସମଗ୍ର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ରାଜ୍ୟର ୯ଟି ସ୍ଥାନରେ ଦିନର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‍ ଉପରେ ଥିବା ରେକର୍ଡ କରାଯାଇଥିଲା। ଏହି ଗ୍ରୀଷ୍ମ ପ୍ରବାହ ଆହୁରି କିଛି ଦିନ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଗତକାଲି ଦିନର ସର୍ବୋଚ୍ଚା ତାପମାତ୍ରା ୪୧.୫ ଡିଗ୍ରୀ ସେଲସିୟସ୍‍ ବଲାଙ୍ଗିର ଏବଂ ବୌଦ୍ଧ ଜିଲ୍ଲାରେ ରେକର୍ଡ…

Read More

Malkangiri:ଡଙ୍ଗା ବୁଡ଼ିରେ ୫ ମୃତ ଓ ୩ ନିଖୋଜ

ମାଲକାନଗିରି:ମାଲକାନଗିରି (Malkangiri) ଜିଲ୍ଲା ଓ ଆନ୍ଧ୍ର ସୀମାନ୍ତ ସିଲେରୁ ନଦୀରେ ଗତକାଲି ରାତ୍ରିରେ ଦେଶୀ ଡଙ୍ଗା ଓଲଟି ୩ ଜଣ ନିଖୋଜ ଥିବା ବେଳେ ୫ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଅନ୍ୟ ୩ ଜଣ ପହଁରି ପହଁରି ଡଙ୍ଗା ଘାଟରେ ପହଂଚିବାରେ ସକ୍ଷମ ହୋଇଛନ୍ତି। ସୂଚନା ଅନୁସାରେ ଜିଲ୍ଲାର ଚିତ୍ରକୋଣ୍ଡା (Chitrakonda) ବ୍ଲକ ଅନ୍ତର୍ଗତ ଗୁଣ୍ଠାୱାଡ଼ା ପଂଚାୟତ କନ୍ଧଗୁଡା ଓ ଗୁଣ୍ଠାୱାଡା (Kandhaguda and Gunthaguda) ଗ୍ରାମର ୧୧ ଜଣ ଜଣ ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦ…

Read More
malkangiri_Bsf

Malkangiri News: ସୁରକ୍ଷାକର୍ମିଙ୍କ ଦ୍ଵାରା ବହୁ ଅସ୍ତ୍ରଶସ୍ତ୍ର ଓ ବିସ୍ପୋରକ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳର ଯୋଡ଼ାମ୍ବ ଥାନା ଅନ୍ତର୍ଗତ ଓରାପଦର ଓ ଅଣ୍ଡ୍ରାପାଲ୍ଲୀ (Arapadar-Andrapalli) ଗ୍ରାମ ନିକଟରୁ ଆଜି ସୁରକ୍ଷାକର୍ମିମାନେ ବହୁ ମାତ୍ରାର ଅସ୍ତ୍ରଶସ୍ତ୍ର ଓ ବିସ୍ପୋରକ ସାମଗ୍ରୀ ଜବତ କରିଛନ୍ତି। ସ୍ୱାଭିମାନ ଅଂଚଳର ଓରାପଦର ଓ ଅଣ୍ଡ୍ରାପାଲ୍ଲୀ ଅଂଚଳରେ ଏସଓଜି, ଡିଭିଏଫ ଓ ବିଏସଏଫ ଜବାନମାନେ ମିଳିତ ଭାବେ ଅପରେସନ କରୁଥିବା ବେଳେ ଏକ ସୂଚନା ମିଳିଥିଲା। ପରେ ସୁରକ୍ଷାକର୍ମିମାନେ ସଂପୃକ୍ତ ଅଂଚଳରେ ତଲାସୀ କରି ମାଓବାଦୀଙ୍କ ଦ୍ୱାରା ମାଟି ତଳେ ଲୁଚାଇ ରଖାଯାଇଥିବା…

Read More