ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ ବିଜୟ ଲକ୍ଷ୍ୟ ୩୯୯ ରନ୍, ବ୍ରଡ କୁ ୮ ୱିକେଟ
ମଞ୍ଚେଷ୍ଟର :ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍ ମଞ୍ଚେଷ୍ଟରରେ ଖେଳାଯାଉଛି। ମ୍ୟାଚ୍ର ତୃତୀୟ ଦିନରେ ୱେଷ୍ଟଇଣ୍ଡିଜ୍ର ପ୍ରଥମ ଇନିଂସ ୧୯୭ ରନ ରେ ପଛରେ ଥିଲା। ପ୍ରଥମ ଇନିଂସରେ ୩୬୯ରନ୍ ସଂଗ୍ରହ କରିଥିବା ଇଂଲଣ୍ଡ ୧୭୨ ରନ୍ ରେ ଅଗ୍ରଣୀ ହାସଲ କରିଥିଲା ଏବଂ ଦ୍ୱିତୀୟ ଇନିଂସରେ ଦ୍ରୁତ ରନ୍ ସ୍କୋର କରି ୨୨୬ ରେ ଇନିଂସ୍ ଘୋଷଣା କରିଥିଲେ ଏବଂ ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ ବିରାଟ…
