Home » monitoring
atal tunnel 1

Atal Tunnel: ଆସନ୍ତାକାଲି ବିଶ୍ୱର ଦୀର୍ଘତମ ରାଜପଥ ଅତ୍ୟାଧୁନିକ ‘ଅଟଳ ଟନେଲ’କୁ ପ୍ରଧାନମନ୍ତ୍ରୀ ମୋଦୀ ଉଦ୍ଘାଟନ କରିବେ

ଶିମଳା: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (Narendra Modi) ଆସନ୍ତାକାଲି ଅକ୍ଟୋବର ୩ ଶନିବାର ଦିନ ହିମାଚଳ ପ୍ରଦେଶ (Himachal Pradesh) ର ରୋହତଙ୍ଗ (Rohtang) ସ୍ଥିତ ‘ଅଟଳ ସୁଡଙ୍ଗ’ (Atal Tunnel)କୁ ଉଦଘାଟନ କରିବେ। ଅଟଳ ସୁଡ଼ଙ୍ଗ ହେଉଛି ବିଶ୍ୱର ଦୀର୍ଘତମ ରାଜପଥ ସୁଡ଼ଙ୍ଗ। ଏହାର ଦୈର୍ଘ୍ୟ ୯.୦୨କିଲୋମିଟର ଏବଂ ଏହା ବର୍ଷତମାମ ମନାଲୀକୁ ଲାହୌଲ- ସ୍ପିତି ଉପତ୍ୟକା ସହ ସଡ଼କପଥରେ ଯୋଡ଼ିବ। ପୂର୍ବରୁ ଏହି ଉପତ୍ୟକାରେ ଶୀତଦିନେ ପ୍ରବଳ ତୁଷାରପାତ ଘଟୁଥିବା ହେତୁ ବର୍ଷରେ…

Read More

ରେଲୱେ ଟ୍ରାକରେ ସାଇକେଲ!

ପ୍ରୟାଗରାଜ: ଏଥର ରେଲୱେ ଟ୍ରାକରେ ସାଇକେଲ ଚାଲିବ। ଦେଶରେ ଯାତ୍ରୀ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଭାରତୀୟ ରେଳ ଏକ ଅଭିନବ ବ୍ୟବସ୍ଥା ପ୍ରଣୟନ କରିଛି। ସମ୍ପ୍ରତି, ରେଳ ସାଇକେଲ ଦ୍ଵାରା ଯାଞ୍ଚ, ମନିଟରିଂ ଏବଂ ଜରୁରୀ ମରାମତି ପାଇଁ ଶୀଘ୍ର ରେଳ ଟ୍ରାକରେ ଯାତ୍ରା କରିବାକୁ ପ୍ରବର୍ତ୍ତନ କରାଯାଇଛି।  ରେଳ ମନ୍ତ୍ରଣାଳୟ କହିଛି ମୌସୁମୀ ଋତୁରେ  ବେଳେବେଳେ ପରିସ୍ଥିତି ଅତ୍ୟନ୍ତ କଷ୍ଟସାଧ୍ୟ ହୋଇ ଟ୍ରେନ୍ ସେବାକୁ ବନ୍ଦ କରିଦିଏ। ରେଳ ସାଇକେଲ ସାହାଯ୍ୟରେ ଯେକୌଣସି ଜରୁରୀକାଳୀନ…

Read More

“ଇନ୍ଦିରା ରୋଷେଇ ଯୋଜନା” ଗରିବ ବ୍ୟକ୍ତି ୮ ଟଙ୍କାରେ ପାଇବେ ପୁଷ୍ଟିକର ଖାଦ୍ୟ

ଜୟପୁର : ବର୍ତ୍ତମାନ ମିଳିବ ମାତ୍ର ୮ ଟଙ୍କାରେ ପୁଷ୍ଟିକର ଖାଦ୍ୟ। ଏମିତି ଏକ ଯୋଜନା ଆଣିଛନ୍ତି ରାଜସ୍ଥାନ ସରକାର। ଗତ ରବିବାର ଦିନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସହରାଞ୍ଚଳରେ ଇନ୍ଦିରା ରୋଷେଇ ଯୋଜନା ଆସନ୍ତା ଅଗଷ୍ଟ ୨୦ରୁ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଅଶୋକ ଗେହଲୋଟ୍ କହିଛନ୍ତି, ଇନ୍ଦିରା ଗାନ୍ଧୀଙ୍କ ପୁରା ଜୀବନ ଗରିବ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ହୋଇଥିଲା। ରାଜ୍ୟ ସରକାର ଏପରି ମହାନ…

Read More