Corona Virus:ବର୍ତ୍ତମାନ ପଶୁମାନଙ୍କଠାରୁ ମଧ୍ୟ କରୋନା ଭୂତାଣୁ ଚିହ୍ନଟ
ନୂଆଦିଲ୍ଲୀ: କୋଭିଡ-୧୯ (Covid-19) ମହାମାରୀର ଦ୍ୱିତୀୟ ଲହର (Second Wave) ଦେଶରେ ଦୁଃଖଦ ଘଟଣା ସୃଷ୍ଟି କରିଚାଲିଛି। କରୋନାର ବିପଦ ବଢିବାରେ ଲାଗିଛି। ବର୍ତ୍ତମାନ କରୋନା ଭୂତାଣୁ (COVID-19) ପଶୁ ମାନଙ୍କଠାରେ ଦେଖିବାକୁ ମିଳୁଛି। ଯାହାକି ଅଧିକ ଚିନ୍ତାଜନକ। ଏମିତି ଏକ ଚାଞ୍ଚଲ୍ୟକାର ଘଟଣା ଉତ୍ତରପ୍ରଦେଶରୁ ଆସିଛି। ଯେଉଁଠି ଏଟାୱା ସଫାରି ପାର୍କ (Etawah Safari Park) ରେ ଦୁଇଟି ସିଂହୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଫାରି ନିର୍ଦ୍ଦେଶକ କହିଛନ୍ତି ଯେ ଦୁଇ ସିଂହୀ, ଗୌରି…
