Rashtrapati Bhavan: ଜାନୁଆରୀ ୫ ରୁ ସର୍ବସାଧାରଣଙ୍କ ପାଇଁ ପୁନର୍ବାର ଖୋଲିବ ରାଷ୍ଟ୍ରପତି ଭବନ ସଂଗ୍ରହାଳୟ
ନୂଆଦିଲ୍ଲୀ: କୋଭିଡ-୧୯ (Covid-19) କାରଣରୁ ବିଗତ ମାର୍ଚ୍ଚ ୧୩, ୨୦୨୦ ଠାରୁ ଜନସାଧାରଣଙ୍କ ପାଇଁ ବନ୍ଦ ରହିଥିବା ରାଷ୍ଟ୍ରପତି ଭବନ (Rashtrapati Bhavan) ସଂଗ୍ରହାଳୟ ଆସନ୍ତା ଜାନୁୟାରୀ ୫, ୨୦୨୧ ରୁ ପୁନର୍ବାର ଖୋଲିବ। ସୋମବାର ଏବଂ ସରକାରୀ ଛୁଟି ଦିନ ବ୍ୟତୀତ ଏହା ସବୁ ଦିନ ଖୋଲା ରହିବ। ୱେବସାଇଟ https://presidentofindia.nic.in କିମ୍ବା https://rashtrapatisachivalaya.gov.in କିମ୍ବା https://rbmuseum.gov.in ମାଧ୍ୟମରେ ପରିଦର୍ଶକମାନେ ସେମାନଙ୍କର ସ୍ଲଟ୍ ବୁକ୍ କରିପାରିବେ। ପୂର୍ବ ପରି, ପ୍ରତ୍ୟେକ ଭ୍ରମଣକାରୀଙ୍କ ନାମକରଣ ପଞ୍ଜିକରଣ ପାଇଁ…
