ନାଇପର,ମୋହାଲି ତିଆରି କରିଛି ରୋଗ ପ୍ରତିରୋଧକ ଶକ୍ତି ହର୍ବାଲ୍ ଟି
ପୂର୍ବରୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିସିନ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (NIPER) କୋଭିଡ ମହାମାରୀକୁ ମୁକାବିଲା କରିବା ପାଇଁ ପ୍ରତିରକ୍ଷା ଉପକରଣ,ସାନିଟାଇଜର ଏବଂ ମାସ୍କ ଭଳି ଅନେକ ଅଭିନବ ଉତ୍ପାଦ ଆଣିଛି। କିନ୍ତୁ, ଏବେ ସଂକ୍ରମଣ ବିରୁଦ୍ଧରେ ଶାରୀରିକ ପ୍ରତିରୋଧକୁ ମଜବୁତ କରିବା ପାଇଁ ଇମ୍ୟୁନିଟି ବୁଷ୍ଟର୍ ହର୍ବାଲ୍ ଚା ମଧ୍ୟ ପ୍ରସ୍ତୁତ କରିଛି। ଯେହେତୁ କୋଭିଡ୧୯ ର ଚିକିତ୍ସା ପାଇଁ କୌଣସି ପ୍ରଭାବଶାଳୀ ଔଷଧ କିମ୍ବା ଟିକା ଉପଲବ୍ଧ ନାହିଁ, ତେଣୁ ଲୋକଙ୍କ ପାଇଁ ଏକ…
