President Visits Odisha: ବିନା କୌଣସି ଚାପରେ ଛାତ୍ରଛାତ୍ରୀମାନଙ୍କୁ ନିଷ୍ପତ୍ତି ନେବାକୁ ରାଷ୍ଟ୍ରପତିଙ୍କ ପରାମର୍ଶ
ରାଉରକେଲା: ରାଷ୍ଟ୍ରପତି ରାମନାଥ କୋବିନ୍ଦ (President Ram Nath Kovind) ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଉରକେଲା ଏନ୍ଆଇଟି (Rourkela-NIT ) ର ଅଷ୍ଟାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଦେଶର ଟେକ୍ନୋଲୋଜି (Technology) କ୍ଷେତ୍ରରେ ଏନ୍ଆଇଟିର ଭୂମିକାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସମାଜ ପ୍ରତି ଏନ୍ଆଇଟି ଛାତ୍ରଛାତ୍ରୀଙ୍କର ଅନେକ ଅବଦାନ ରହିଛି। ତେଣୁ ବିନା କୌଣସି ଚାପରେ ଛାତ୍ରଛାତ୍ରୀମାନଙ୍କୁ ନିଷ୍ପତ୍ତି ନେବାକୁ ହେବ ବୋଲି…
