SBI ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ମିନିମମ ବାଲାନ୍ସ ଏବଂ ଏସଏମଏସ ପାଇଁ ଆଉଦେବାକୁ ପଡିବନି ଚାର୍ଜ
ନୂଆଦିଲ୍ଲୀ:ଏସବିଆଇ ସେଭିଂ ଆକାଉଣ୍ଟ ଧାରୀକପାଇଁ ଖୁସି ଖବର। ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ(SBI) ଗ୍ରାହକଙ୍କୁ ଏକ ବଡ ଉପହାର ଦେଇଛି। SBI ଆଉ ମାସିକ ସର୍ବନିମ୍ନ ବାଲାନ୍ସ ଚାର୍ଜ ଏବଂ ସେଭିଂ ଆକାଉଣ୍ଟ ଥିବା ଗ୍ରାହକଙ୍କ ଠାରୁ SMS ଚାର୍ଜ ଆଦାୟ ଆଉ କରିବା ନହିଁ। ବ୍ୟାଙ୍କ ବର୍ତ୍ତମାନ ଏହି ଫି ଛାଡ କରିଛି। ଏସବିଆଇ ଟ୍ୱିଟ କରି କହିଛି। ଏସବିଆଇର ୪୪ କୋଟିରୁ ଅଧିକ ସେଭିଂ ଆକାଉଣ୍ଟଧାରୀ ଏହି ସୁବିଧା…
