ନୋବେଲ ଶାନ୍ତି ପୁରସ୍କାର ପାଇଁ ଡୋନାଲ୍ଡ ଟ୍ରମ୍ପ ନୋମିନେଟ
ଓସଲୋ: ଇସ୍ରାଏଲ (Israel) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE) ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଦିଗରେ ସାହାଯ୍ୟ କରିଥିବାରୁ ନରୱେର ଜଣେ ସାଂସଦ ଡୋନାଲ୍ଡ ଟ୍ରମ୍ପ (Donald Trump) ଙ୍କୁ ୨୦୨୧ ମସିହାରେ ନୋବେଲ ଶାନ୍ତି (Nobel Peace Prize) ପୁରସ୍କାର ପାଇଁ ନୋମିନେଟ କରିଛନ୍ତି। ନରୱେ ସଂସଦର ନିୟମ ପ୍ରଣୟନକାରୀ ଖ୍ରୀଷ୍ଟିଆନ ତାଇବ୍ରିଙ୍ଗ (Christian Tybring) ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୨୦୨୧ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛନ୍ତି। ୟୁଏଇ-ଇସ୍ରାଏଲ ମଧ୍ୟରେ ଶାନ୍ତି ସମାଧାନ…
