Home » North-East
china2

ଉତ୍ତର ସିକିମରୁ ତିନି ଚୀନ ନାଗରିକଙ୍କୁ ଉଦ୍ଧାର କଲା ଭାରତୀୟ ସେନା

ଉତ୍ତର ସିକିମର ମାଳଭୂମି ଅଞ୍ଚଳର ୧୭ ହଜାର ୫୦୦ ଫୁଟ ଉଚ୍ଚତାରେ ରାସ୍ତା ହରାଇଥିବା ତିନି ଚୀନ ନାଗରିକଙ୍କୁ ସେପ୍ଟେମ୍ବର ୩ ରେ ଭାରତୀୟ ସେନା ଉଦ୍ଧାର କରିଛି। ତାପମାତ୍ରା ଶୂନ୍ୟରୁ କମ ଥିବାରୁ ତିନି ଚୀନ ନାଗରିକଙ୍କ  ମଧ୍ୟରେ ଦୁଇ ପୁରୁଷ ଓ ଜଣେ ମହିଳାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ଭାରତୀୟ ସେନା ତୁରନ୍ତ ସେମାନଙ୍କ ନିକଟରେ ପହଞ୍ଚି ଅତ୍ୟଧିକ ଉଚ୍ଚତା ଓ ପ୍ରତିକୂଳ ପାଗଜନିତ ବିପଦରୁ ରକ୍ଷା କରିବା ପାଇଁ ଅକ୍ସିଜେନ,ଖାଦ୍ୟ…

Read More

ଭାରତୀୟ ଖାଦ୍ୟ ନିଗମ ପାଖରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ଅଛି : ଏଫ୍‌ସିଆଇ

ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ)ର ରିପୋର୍ଟ ଅନୁସାରେ ରବିବାର  ସୁଦ୍ଧା ଏହା ପାଖରେ ୨୬୬.୨୯ ଲକ୍ଷ ମେଟ୍ରିକ ଟନ ଚାଉଳ ଏବଂ ୫୫୦.୩୧ ଲକ୍ଷ ମେଟ୍ରିକ ଟନ ଗହମ ମହଜୁଦ ଅଛି। ଏହାବାଦ ଏଫ୍‌ସିଆଇ ଉଭୟ ଚାଉଳ ଓ ଗହମ ସଂଗ୍ରହ କାର୍ଯ୍ୟ ଜାରି ରଖିଛି । ସେସବୁ ଏପର୍ଯ୍ୟନ୍ତ ଗୋଦାମରେ ପହଞ୍ଚିନାହିଁ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ମାସକୁ ୫୫ ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ଯୋଗାଣ ଆବଶ୍ୟକତା ପଡୁଛି। ଲକ୍‌ଡାଉନ ପରଠାରୁ ପ୍ରାୟ ୧୩୮.୪୩…

Read More