Home » odisha government
Odisha Textbook Error ୭ ଦିନରେ ରିପୋର୍ଟ ତଲବ

Odisha Textbook Error: ପାଠ୍ୟପୁସ୍ତକ ତ୍ରୁଟି ନେଇ ସରକାରଙ୍କ କଠୋର ଆଭିମୁଖ୍ୟ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

Odisha Textbook Error ନେଇ ସରକାର କଠୋର, ତ୍ରୁଟି ପଛରେ ଦାୟୀ ଅଧିକାରୀ ଓ ସଂସ୍ଥା ଚିହ୍ନଟ ପାଇଁ ତଦନ୍ତ

Read More
bisnu charan sethy

Odisha BJP MLA: ଓଡ଼ିଶା ବିଧାନସଭାର ବିରୋଧୀ ଦଳର  ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ

ଭୁବନେଶ୍ୱର: Odisha BJP MLA Bishnu Charan Sethy passes away. ବିଜେପି ବିଧାୟକ ତଥା ଓଡ଼ିଶା ବିଧାନସଭାର ବିରୋଧୀ ଦଳର  ଉପନେତା ବିଷ୍ଣୁ ଚରଣ ସେଠୀ (Bishnu Charan Sethy) ଙ୍କର ଆଜି ସୋମବାର ସକାଳେ ପରଲୋକ ଘଟିଛି। ସେ କିଡନୀଜନିତ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିଲେ। ପରେ ବ୍ରେନ ଷ୍ଟ୍ରୋକ ହୋଇ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଆଜି ସକାଳ ପ୍ରାୟ ୭ଟା ୪୫ ମିନିଟ୍‌ରେ ସେ ଶେଷନିଃଶ୍ୱାସ ତ୍ୟାଗ…

Read More
Ranendra-Pratap-Swain

Edible Oil Price: ଖାଇବା ତେଲର କୃତ୍ରିମ ଅଭାବ ଓ କଳାବଜାରି ରୋକିବା ପାଇଁ ଅଧିକାରୀଙ୍କୁ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୂବନେଶ୍ଵର: Edible Oil Price in Odisha ସାମ୍ପ୍ରତିକ ଋଷିଆ ଓ ୟୁକ୍ରେନ୍‍ ଯୁଦ୍ଧ ପରିସ୍ଥିତିରେ ଖାଇବା ତେଲର ଦର ବୃଦ୍ଧିକୁ ନେଇ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ (Ranendra Pratap Swain) ଚିନ୍ତା ବ୍ୟକ୍ତ କରିଛନ୍ତି। ସେ ଟୁଇଟ୍‍ ରେ ଲେଖିଛନ୍ତି, ଖାଇବା ତେଲର କୃତ୍ରିମ ସଙ୍କଟ ଓ କଳାବଜାରୀ ରୋକିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ପରିସ୍ଥିତିରେ ଅନେକ ଦେଶ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ…

Read More
yogi up

UP Population Bill: ଦୁଇରୁ ଅଧିକ ସନ୍ତାନଥିଲେ; ମିଳିବନି ରେସନ, ସରକାରୀ ଚାକିରି, ଲଢିପାରିବନି ନିର୍ବାଚନ

ଲକ୍ଷ୍ନୌ: ଉତ୍ତରପ୍ରଦେଶ (Uttar Pradesh) ସରକାର  ଆଗାମୀ ଦିନରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ (Population Control)  ଆଣୁଛନ୍ତି। ଏହାକୁ ନେଇ ଯୋଗୀ ଆଦିତ୍ୟନାଥ (Yogi Adityanath) ସରକାର ଏକ ସୂତ୍ର ପ୍ରସ୍ତୁତ କରିଛନ୍ତି। ଏହି ନିୟମ ଅନୁସାରେ ଯେଉଁମାନଙ୍କର ଦୁଇରୁ ଅଧିକ ସନ୍ତାନ ଅଛନ୍ତି, ସେମାନେ ସରକାରୀ ଚାକିରୀ (Government Jobs) ପାଇଁ ଯୋଗ୍ୟ ହେବେ ନାହିଁ। ସେମାନେ ନିର୍ବାଚନ (Election) ରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସମର୍ଥ ହେବେ ନାହିଁ। ଗୋଟିଏ ଶିଶୁର ନୀତି ଆପଣେଇଥିବା ପିତାମାତାଙ୍କୁ…

Read More
Naveen_New - Copy

Swabhiman Anchal: ସ୍ୱାଭିମାନ ଅଞ୍ଚଳର ସବୁ ପରିବାରକୁ ରାଜ୍ୟ ସରକାର ଦେବେ ମାଗଣାରେ ସ୍ମାର୍ଟ ଫୋନ୍‍

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଆଜି ଡିଜିଟାଲ ପ୍ଲାଟଫର୍ମ (Digital Platform) ରେ ସ୍ୱାଭିମାନଅଞ୍ଚଳ (Swabhiman Anchala) ର ଜନସାଧାରଣଙ୍କ ପାଇଁ ସ୍ମାର୍ଟ ଫୋନ୍‍ (Smart Phone) ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ସ୍ୱାଭିମାନ ଅଞ୍ଚଳ ସବୁବେଳେ ମୋ ହୃଦୟରେ ଅଛି। ଏହାକୁ ରାଜ୍ୟର ଏକ ଆଗୁଆ ଅଞ୍ଚଳ ଭାବେ ଗଢ଼ି ତୋଳିବା ପାଇଁ ମୋର ଉଦ୍ୟମ ଜାରି ରହିବ। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ…

Read More
dharmendra Pradhan

Temple Reopens: ଶ୍ରୀମନ୍ଦିର ସମେତ ଓଡ଼ିଶାର ଧାର୍ମିକ ଅନୁଷ୍ଠାନ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍ ମାଧ୍ୟମରେ ଅନୁରୋଧ

ଭୁବନେଶ୍ଵର: ପବିତ୍ର କାର୍ତ୍ତିକ ମାସରେ କୋଭିଡ୍ କଟକଣା (Covid-19 Guidelines) କୁ ମାନି ମହାପ୍ରଭୁ ଶ୍ରୀଜଗନ୍ନାଥ (Sri Jagannath) ଙ୍କ ଶ୍ରୀମନ୍ଦିର (Sri Mandira) ସମେତ ଓଡ଼ିଶା (Odisha) ର ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନକୁ ନିୟନ୍ତ୍ରିତ ଢ଼ଙ୍ଗରେ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ଟ୍ୱିଟ୍ ମାଧ୍ୟମରେ ଅନୁରୋଧ କରିଛନ୍ତି କେନ୍ଦ୍ର ପେଟ୍ରେଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan )। ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି, କାର୍ତିକ ମାସରେ ମହାପ୍ରଭୁ…

Read More
naveen_patnaik

Scholarship and Sumangal Portal: ଛାତ୍ରବୃତ୍ତି ଏବଂ ସୁମଙ୍ଗଳ ପୋର୍ଟାଲ ଲୋକାର୍ପିତ

ଭୁବନେଶ୍ଵର: ଏଣିକି ସରକାରୀ ଛାତ୍ରବୃତ୍ତି (Government Scholarship) ପାଇଁ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଭାଗର ଭିନ୍ନଭିନ୍ନ ୱେବ ପୋର୍ଟାଲ (Web Portal) କୁ ବ୍ୟବହାର କରିବା ଦରକାର ପଡିବ ନାହିଁ। କେବଳ ଗୋଟିଏ ପୋର୍ଟାଲରେ କ୍ଲିକ୍‍ (Click) କଲେ ପିଲାମାନେ ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ। ରାଜ୍ୟ ସରକାରଙ୍କ ୫-ଟି (5-T) କାର୍ଯ୍ୟକ୍ରମରେ ଛାତ୍ରବୃତ୍ତି (Scholarship) ଓ ସୁମଙ୍ଗଳ ପୋର୍ଟାଲ (SUMANGAL Portal) କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik) ଲୋକାର୍ପିତ କରିଛନ୍ତି। ଏହି ଅବସରରେ…

Read More
jitendra_singh

No Interview:୨୩ ଟି ରାଜ୍ୟ ଏବଂ ୮ ଟି କେନ୍ଦ୍ରଶାସିତ ଅଞ୍ଚଳରେ ସରକାରୀ ଚାକିରି ପାଇଁ ଆଉ ସାକ୍ଷାତକାର ପରୀକ୍ଷା ହେବନି

ନୂଆଦିଲ୍ଲୀ (ମହିମା ଲାଇଭ ବ୍ୟୁରୋ): ବର୍ତ୍ତମାନ ସରକାରୀ ଚାକିରୀ ପାଇଁ ହେବନାହିଁ ସାକ୍ଷାତକାର ପରୀକ୍ଷା (Interview)। ଭାରତର୨୩ ଟି ରାଜ୍ୟ ଏବଂ  ୮ ଟି କେନ୍ଦ୍ରଶାସିତ ଅଞ୍ଚଳରେ ଏହି ନିୟମ ଲାଗୁ ହୋଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କର୍ମକର୍ତ୍ତା, ଜନ ଅଭିଯୋଗ, ପେନ୍ସନ୍, ପରମାଣୁ ଶକ୍ତି ଏବଂ ମହାକାଶ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ(Dr. Jitendra Singh) ଏହି ସୂଚନା ଦେଇଛନ୍ତି। ଯେ ସେ କହିଛନ୍ତି ଯେ ୨୦୧୬ ମସିହାରୁ କେନ୍ଦ୍ର ସରକାରରେ ଗ୍ରୁପ୍-ବି ଅଣ-ଗେଜେଟେଡ୍ (Group-B) ଏବଂ…

Read More
OJEE 2020

OJEE 2020: ଆସନ୍ତା ଅକ୍ଟୋବର ୧୨ରୁ ୧୯ ତାରିଖ ମଧ୍ୟରେ ହେବ ଓଜେଇଇ ପରୀକ୍ଷା

ଭୁବନେଶ୍ଵର: କରୋନାକୁ ନେଇ ରାଜ୍ୟରେ ବନ୍ଦ ଥିଲା ଓଜେଇଇ ୨୦୨୦ ପ୍ରବେଶିକା ପରୀକ୍ଷା। ବର୍ତ୍ତମାନ ଅକ୍ଟୋବର ୧୨ରୁ ୧୯ ଯାଏଁ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(OJEE) ଆୟୋଜିତ ହେବ। ରାଜ୍ୟରେ ୨୧ଟି ସହରରେ ୫୦ଟି ସେଣ୍ଟରରେ ହେବ ପରୀକ୍ଷା। ସମସ୍ତ ପରୀକ୍ଷା କମ୍ପ୍ୟୁଟର ଆଧାରିତ ହେବ। ଏଥିସହିତ ରାଜ୍ୟ ବାହାରେ କୋଲକାତା, ପାଟନା ଓ ରାଞ୍ଚିରେ ମଧ୍ୟ ପରୀକ୍ଷା ଆୟୋଜିତ ହେବ। ସୂଚନାଯୋଗ୍ୟ ନିକଟରେ ଦେଶରେ ଏନଟିଏ ପକ୍ଷରୁ ଜେଇଇ(JEE )ଓ ନିଟ୍ (NEET-2020 )ପରୀକ୍ଷା ଆୟୋଜିତ…

Read More

ଓଏଏସ୍ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ଵର: ପୂର୍ବତନ ଆୟୁଷ ନିର୍ଦେଶକ ଓଏଏସ୍ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ  ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ପୂର୍ବରୁ ତାଙ୍କୁ ଆୟୁଷ ନିର୍ଦ୍ଦେଶକ ପଦରୁ ନିଲମ୍ବିତ କରାଯାଇଥଲା। ସୂଚନାଯୋଗ୍ୟ, ଓଏଏସ୍ ବିଭୁପ୍ରସାଦ ନିଜ ଅଫିସ୍‌ରେ ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି ବୋଲି ଅଭିଯୋଗ ଆସିବା ପରେ ମହିଳା ଥାନାରୋ ତାଙ୍କ ନାମରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁ ନ୍ୟାୟିକ ହେପାଜତରେ ରଖାଯାଇଥିଲା। ସହକର୍ମୀଙ୍କୁ ନିର୍ଯାତନା ଦେବା ପ୍ରମାଣ ପାଇବା ପରେ ରାଜ୍ୟ ସରକାର…

Read More

ସମସ୍ତ ଡାକ୍ତର ବଡ଼ ଅକ୍ଷରରେ ପ୍ରେସକ୍ରିପସନ୍ ଲେଖିବା ଆବଶ୍ୟକ:ଓଡ଼ିଶା ହାଇକୋର୍ଟ

କଟକ : ବେଳେ ବେଳେ ଦେଖାଯାଏ ଯେ ଡାକ୍ତର ମାନେ ରୋଗୀକୁ  ଲେଖିଥିବା ପ୍ରେସକ୍ରିପସନ ସ୍ପଷ୍ଟ ଭାବେ ପଢିବା ସମ୍ଭବ ହୁଏ ନାହିଁ। ଏମିତିବି ହେଉଛି ମେଡିସିନ ଦୋକାନୀବି ସେ ପ୍ରେସକ୍ରିପସନକୁ ପଢି ପାରନ୍ତି ନାହିଁ।  ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ  ଉଭୟ ସରକାରୀ ତଥା ବେସରକାରୀ ଡାକ୍ତର ରୋଗୀକୁ ଔଷଧ ଲେଖିବା ବେଳେ ସର୍ବଦା କ୍ୟାପିଟାଲ୍ ଅକ୍ଷରରେ ଲେଖିବା ବାଧ୍ୟତାମୂଳକ କରନ୍ତୁ। ଜଣେ ଅସୁସ୍ଥ କଏଦୀଙ୍କୁ ତାଙ୍କ ଅସୁସ୍ଥ ପତ୍ନୀଙ୍କ ନିକଟରେ…

Read More