Odisha News: ଦୁର୍ନୀତି ଅଭିଯୋଗରେ ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର: Odisha Latest News Suspended Officers ଓଡ଼ିଶାରେ ଦୁର୍ନୀତି ଅଧିକାରୀଙ୍କ କୌଣସି ସ୍ଥାନ ନାହିଁ। ଆଜି ପୁଣି ରାଜ୍ୟ ସରକାରଙ୍କ ପକ୍ଷରୁ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏଥିରେ ଇଞ୍ଜିନିୟର, ସିଡିପିଓ, ଅଙ୍ଗନବାଡି ସୁପରଭାଇଜର, ପୁଲିସ ଇନିସ୍ପେକ୍ଟର, ରେଭିନ୍ୟୁ ସୁପରଭାଇଜର ପ୍ରମୁଖ ରହିଛନ୍ତି। ଏହି ୫ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୪୬ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଗଲାଣି। ସୂଚନା ଅନୁସାରେ ଅପାରଗତା ଓ ଆର୍ଥିକ ଅନିୟମିତତା…
