SAMS Odisha: ଯୁକ୍ତ ଦୁଇରେ ଖାଲିଥିବା ସିଟରେ ନାମଲେଖା ପାଇଁ ନଭେମ୍ବର ୫ରୁ ଆବେଦନ ଆରମ୍ଭ
ଭୁବନେଶ୍ଵର: ଯୁକ୍ତ ଦୁଇ ପାଠ୍ୟକ୍ରମ (+2) ପାଇଁ ଖାଲିଥିବା ସିଟ୍ରେ ନାମଲେଖାଇବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (CHSE) ପକ୍ଷରୁ ବିଜ୍ଞପ୍ତି ଜରିଆରେ ନିୟମାବଳୀ ଜାରି କରାଯାଇଛି। ପାଠ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ନାମ ଲେଖା ପରେ ଖାଲିଥିବା ସିଟ୍ରେ ଏହି ନାମଲେଖା ହେବ। ଛାତ୍ରଛାତ୍ରୀ ଆସନ୍ତା ନଭେମ୍ବର ୫ରୁ ୧୯ ତାରିଖ ପର୍ଯ୍ୟନ୍ତ https://www.samsodisha.gov.in କୁ ଯାଇ ଆବେଦନ କରିପାରିବେ। ନାମଲେଖାଇବା ପାଇଁ ୨୩ ତାରିଖ ଅପରାହ୍ଣରେ ଯୋଗ୍ୟ ମେଧାତାଲିକା ପ୍ରକାଶ ପାଇବ ଏବଂ ନାମଲେଖା…
