Home » Offline Store
Oppo F17 Pro Amazon Sell

ପ୍ରତୀକ୍ଷା ଶେଷ , Oppo F17 Pro ବର୍ତ୍ତମାନ କ୍ରୟ ପାଇଁ ଉପଲବ୍ଧ

Oppo F17 Pro ବର୍ତ୍ତମାନ ଭାରତରେ ଉପଲବ୍ଧ। ଆଜିଠାରୁ ଏହି ମୋବାଇଲ ଫୋନ ଅନଲାଇନ(Online) ଏବଂ ଅଫଲାଇନ୍ ଷ୍ଟୋରରେ (Offline Store)ଉପଲବ୍ଧ ହେବ। ନିକଟରେ Oppo F17 ଏବଂ Enco W51 ର Wireless Earbuds ସହିତ ଏହା ଭାରତରେ ଉନ୍ମୋଚିତ ହୋଇଥିଲା। ଏହାର 8GB + 128GB ଭାରିଆଣ୍ଟ ପାଇଁ Oppo F17 Pro ର ମୂଲ୍ୟ ୨୨,୯୯୦ ଟଙ୍କା ନିର୍ଦ୍ଧାରିତ କରାଯାଇଛି ଏବଂ ବର୍ତ୍ତମାନ ସାରା ଦେଶରେ ଆମାଜନ, ଫ୍ଲିପକାର୍ଟ ଏବଂ  ଅଫଲାଇନ୍ ଷ୍ଟୋରରେ…

Read More