mtimes odia
Home » Ohio coal mines
USA elections

USA Election: ଡୋନାଲ୍ଡ ଟ୍ରମ୍ପଙ୍କ ସିଧା ଟାର୍ଗେଟ,ବିଡେନ ଜିତିବା ମାନେ ଚୀନ୍ ଜିତିଲା

ୱାଶିଂଟନ୍:ଆମେରିକା (America) ରାଷ୍ଟ୍ରପତି ନିର୍ବାଚନକୁ ନେଇ ଡୋନାଲ୍ଡ  ଟ୍ରମ୍ପ (Donald Trump) ବହୁତ ବଡ କଥା କହିଛନ୍ତି। ଡେମୋକ୍କ୍ରାଟିକ (Democratic) ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ (Joe Biden) ଙ୍କୁ ସେ ସିଧା ଟାର୍ଗେଟ କରିଛନ୍ତି। ନଭେମ୍ବର ୩ ନିର୍ବାଚନରେ ​​ଡେମୋକ୍ରାଟ ପ୍ରାର୍ଥୀ ଜୋ ବିଡେନ ଜିତିଲେ ଏହା ଚୀନ୍‌ର ବିଜୟ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଜଣେ ରାଜନେତା ଭାବରେ ବିଡେନ ଗତ ପାଞ୍ଚ ଦଶନ୍ଧି ମଧ୍ୟରେ ଆମେରିକାର ଅର୍ଥନୀତିରେ ଅନେକ…

Read More