Pegasus କଣ? ଭାରତରେ କାହା କାହା ଫୋନ୍ ହୋଇଥିଲା ହ୍ୟାକ୍
ନୂଆଦିଲ୍ଲୀ: ଇସ୍ରାଏଲ୍ କମ୍ପାନୀ NSO ର ପେଗାସସ୍ ସଫ୍ଟୱେର୍ (Pegasus Software) ସହିତ ଭାରତ (India) ରେ ତିନିଶହରୁ ଅଧିକ ଲୋକଙ୍କ ଫୋନ୍ ହ୍ୟାକ୍ ହୋଇଥିବା ଅଭିଯୋଗ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ମୌସୁମୀ ଅଧିବେଶନ ଆରମ୍ଭ ହେବା ମାତ୍ରେ ଏହି ବିଷୟ ପ୍ରକାଶ ପାଇଛି। ଆନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଭାରତରେ ପେଗାସସ୍ ସ୍ପାଏୱେୟାର ବ୍ୟବହାର କରାଯାଉଛି, ଯାହା ମାଧ୍ୟମରେ ଭାରତରେ ଅନେକ ରାଜନେତା, କାର୍ଯ୍ୟକର୍ତ୍ତା, ବ୍ୟବସାୟୀ ଏବଂ ମିଡିଆ ହାଉସ୍ ଗୁପ୍ତଚର…
