NTA JEE ମୁଖ୍ୟ ପରୀକ୍ଷା ଫଳାଫଳ ୨୦୨୦ ପ୍ରକାଶିତ
ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA ) ପରିଚାଳିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (JEE) ମେନ୍ ୨୦୨୦ ଫଳ ଶୁକ୍ରବାର ପ୍ରକାଶ ପାଇଛି। ପ୍ରକାଶିତ ଫଳ ଅନୁଯାୟୀ ୨୪ଜଣ ଛାତ୍ରଛାତ୍ରୀ ୧୦୦ ପର୍ସେଣ୍ଟାଇଲ(Percentile ) ନମ୍ବର ରଖିଛନ୍ତି। ୨୪ଜଣ ଟପ୍ପରଙ୍କ ମଧ୍ୟରେ ତେଲଙ୍ଗାନାରୁ ସର୍ବାଧିକ ୮ଜଣ ରହିଥିବାବେଳେ ଦିଲ୍ଲୀ ଓ ରାଜସ୍ଥାନର ୪ଜଣ ଲେଖାଏଁ ଅଛନ୍ତି। ଆନ୍ଧ୍ରପ୍ରଦେଶରେ ତିନିଜଣ, ହରିୟାଣାରେ ଦୁଇଜଣ ଏବଂ ଗୁଜୁରାଟ ଏବଂ ମହାରାଷ୍ଟ୍ରରେ ଜଣେ ଶତପ୍ରତିଶତ ମାର୍କ ପାଇଛନ୍ତି। ମିଳିତ ପ୍ରବେଶିକା ପରୀକ୍ଷା (JEE)…
