Bhubaneswar Petrol Pump Fire: ଭୁବନେଶ୍ଵର ପେଟ୍ରୋଲ ପମ୍ପରେ ବୃହତ ଅଗ୍ନିକାଣ୍ଡ
ଭୁବନେଶ୍ଵର: ରାଜଭବନ ନିକଟରେ ଥିବା ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ୫ ଟି ଦମକଳ ଗାଡି ନିଆଁ ନିଭାଇବାରେ ଲାଗିଛନ୍ତି। ଦୂରକୁ ନିଆଁ ଜଳୁଥିବାର ଦେଖାଯାଉଛି। ପୋଲିସ ପେଟ୍ରୋଲ ପମ୍ପ ନିକଟରୁ ଜନସାଧାରଣକୁ ଦୂରକୁ ଯିବାକୁ ଅନୁରୋଧ କରିଛନ୍ତି। ବିସ୍ପୋରଣ ଶବ୍ଦ ପ୍ରାୟ ୨ କିଲୋମିଟର ଦୂରକୁ ଶୁଭିଥିଲା। ଘଟଣା ସମୟରେ ପେଟ୍ରୋଲ ଟାଙ୍କିରେ ତେଲ ପକାଇବାକୁ ପ୍ରାୟ ୫୦ ରୁ ଉର୍ଦ୍ଧ ଲୋକ ଥିବା ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି। ଏହି ଘଟଣାରେ କେହି ମୃତାହତ…
