ଅନଲାଇନ ବ୍ୟାଙ୍କିଙ୍ଗ୍ ଠକାମୀରୁ କିପରି ମୁକ୍ତି ପାଇବେ
ନୂଆଦିଲ୍ଲୀ : ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଏହାର ଗ୍ରାହକମାନଙ୍କୁ ଫିସିଂ(Phishing) ଆକ୍ରମଣରୁ ଚେତାବନୀ ଦେଇଛି। କରୋନା ଭୂତାଣୁ ମହାମାରୀ କାଳରେ ବ୍ୟାଙ୍କିଙ୍ଗର ଅନଲାଇନ୍ ଜାଲିଆତି ଓ ଅନଲାଇନ୍ ଠକେଇ ମାମଲା ବୃଦ୍ଧି ପାଇଛି। ଏସବିଆଇର ୭କୋଟି ୫୦ଲକ୍ଷ ଗ୍ରାହକ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସୁବିଧା ବ୍ୟବହାର କରୁଥିବାବେଳେ ପାଖାପାଖି ୧ କୋଟି ୭୦ଲକ୍ଷ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ସେବା ବ୍ୟବହାର କରୁଛନ୍ତି। ଏସବିଆଇ ନିଜର ଟ୍ୱିଟରେ କହିଛନ୍ତି ଫିସିଂ ଠାରୁ ସାବଧାନ ରୁହନ୍ତୁ ଓ ନିଜର ଆକାଉଣ୍ଟର…
