Police Shahid Diwas:ଆଜି ପୁଲିସ୍ ଶହୀଦ୍ ଦିବସ, ସ୍ୱତନ୍ତ୍ର ଫ୍ୟାମିଲି ପେନ୍ସନ୍ ବ୍ୟବସ୍ଥା ଲାଗୁ ହେବ
କଟକ:ଆଜି ହେଉଛି ୬୧ତମ ପୁଲିସ୍ ଶହୀଦ୍ ସ୍ମୃତି ଦିବସ। ଏହି ଅବସରରେ କଟକ ସ୍ଥିତ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଶହୀଦ୍ ପୁଲିସ୍ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏଥିରେ ଉଦ୍ବୋଧନ ଦେଇ ଶ୍ରୀ ଅଭୟ କହିଛନ୍ତି, ବିଭିନ୍ନ ସ୍ଥାନରେ ଶହୀଦ୍ ହୋଇଥିବା ପୁଲିସ୍ କର୍ମଚାରୀଙ୍କ ପରିବାରକୁ ସବୁ ପ୍ରକାର ସୁବିଧା ସୁଯୋଗ ରାଜ୍ୟ ସରକାର ଯୋଗାଇ ଦେବେ। ଏହାଛଡ଼ା ଶହୀଦ୍ କରୋନା ଯୋଦ୍ଧାମାନଙ୍କ ପାଇଁ ମଧ୍ୟ…
