Home » power of social media
digital-media

Social Media: ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କଲେ ୫ ବର୍ଷ ଜେଲ, ସତ୍ୟତା ଜାଣନ୍ତୁ

ନୂଆଦିଲ୍ଲୀ:ସୋସିଆଲ ମିଡିଆ (Social Media) ରେ ଏକ ହିନ୍ଦୀ ଖବରକାଗଜ କଟିଂ ଅତ୍ୟନ୍ତ ଦ୍ରୁତ ଗତିରେ ଚାଲିଛି। ଖବରକାଗଜର ଗୋଟିଏ ପୃଷ୍ଠାରେ ସୋସିଆଲ ମିଡିଆ ସହ ଜଡିତ ଏକ ଖବରର ଶୀର୍ଷକ ଲେଖା ଅଛି, ଯଦି ବିବାଦୀୟ ପୋଷ୍ଟ ସୋସିଆଲ ମିଡିଆରେ ପୋଷ୍ଟ (Social Media Post) କରାଯାଏ ତେବେ ୫  ବର୍ଷ ଜେଲ ହେବ। ଖବରକାଗଜ ପଢିବା ପରେ ଏହାର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ (Virla) ହେବା ସହ ଟ୍ୱିଟର (Twitter), ଫେସବୁକ୍ (Facebook),…

Read More
tanishq

Watch: Tanishq ସୋସିଆଲ ମିଡିଆରେ ବିରୋଧ ପରେ ନିଜର ବିଜ୍ଞାପନ ପ୍ରତ୍ୟାହାର କଲା, ଏଥିରେ ଥିଲା କଣ ?

ମୁମ୍ବାଇ: ଜୁଏଲାରୀ ବ୍ରାଣ୍ଡ ତନିଷ୍କ (Tanishq) ମଙ୍ଗଳବାର ଦିନ ଦୁଇଟି ଭିନ୍ନ ଧର୍ମର ଲୋକଙ୍କ ପରିବାରକୁ ନେଇ ଏହାର ବିଜ୍ଞାପନ ପ୍ରତ୍ୟାହାର କରିନେଇଛି। ସୋସିଆଲ ମିଡିଆ (Social Media) ରେ ହୋଇଥିବା ବିରୋଧ ପରେ ତନିଷ୍କ ନିଜ ବିଜ୍ଞାପନ ପ୍ରତ୍ୟାହାର କରି ନେଇଥିଲେ ଯେଉଁଥିରେ କିଛି ଲୋକ ତାଙ୍କୁ ‘ପ୍ରେମ ଜିହାଦ୍’ ଏବଂ ‘ନକଲି ଧର୍ମନିରପେକ୍ଷତା’ ପ୍ରଚାର କରୁଥିବା ଅଭିଯୋଗ କରିଥିଲେ। ତନିଷ୍କ ଏକ ବିବୃତ୍ତିରେ କହିଛନ୍ତି ଯେ ଅଜାଣତରେ ଭାବନାକୁ ଆଘାତ ଦେଇ ସେ ଦୁଃଖିତ।…

Read More
baba ka dhaba

Baba Ka Dhaba ସୋସିଆଲ ମିଡିଆରେ Viral ଖାଦ୍ୟର ସ୍ୱାଦ ନେବାକୁ ଲମ୍ବା ଲାଇନ, Zomato ରେ ମିଳବ ଖାଦ୍ୟ

ନୂଆଦିଲ୍ଲୀ: ଦିଲ୍ଲୀର ମାଲଭିଆ (Malviya) ନଗରରେ ଜଣେ ବୃଦ୍ଧଙ୍କ ଦ୍ୱାରା ପରିଚାଳିତ ଏକ ଛୋଟ ‘ବାବା କା ଢାବା'(Baba Ka Dhaba) ବର୍ତ୍ତମାନ ସୋସିଆଲ ମିଡିଆ ଯୋଗୁଁ ସମଗ୍ର ଦେଶରେ ନିଜର ପରିଚୟ ସୃଷ୍ଟି କରିଛି। ସୂଚନାନୁସାରେ, ମାଲଭିଆ ନଗରରେ ଜଣେ ୮୦ ବର୍ଷ ବୟସ୍କ ବୃଦ୍ଧ ଏବଂ ତାଙ୍କ ସ୍ତ୍ରୀ ରାସ୍ତା କଡ଼ରେ ଢାବା ଚଳାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ବିକ୍ରୟ ତଥା କାର୍ଯ୍ୟରେ ଅସୁବିଧା ବିଷୟରେ କଥାବାର୍ତ୍ତା କରୁଥିବା…

Read More