Home » president of india
president-kovind-mahimalive

President visit to Puri: ରାଷ୍ଟ୍ରତିଙ୍କ ଆଜିଠାରୁ ଦୁଇ ଦିନିଆ ପୁରୀ ଗସ୍ତ

ପୁରୀ: President visit to Puri ରାଷ୍ଟ୍ରତି ଶ୍ରୀ ରାମନାଥ କୋବିନ୍ଦ (President Ram Nath Kovind) ଆଜିଠାରୁ ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରତି ଅପରାହ୍ନ ପ୍ରାୟ ୨ଟା ୪୫ ମିନିଟ୍‍ରେ ଭୁବନେଶ୍ୱର (Bhubaneswar) ବିମାନ ବନ୍ଦରରେ ପହଞ୍ଚିବେ। ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବିମାନବନ୍ଦରରେ ରାଷ୍ଟ୍ରତିଙ୍କୁ ସ୍ୱାଗତ କରିବେ। ଏହାପରେ ସେ ହେଲିକାପ୍ଟର ଯୋଗେ ୩ଟା ୨୫ ମିନିଟ୍‍ରେ ପୁରୀରେ ପହଞ୍ଚିବେ। ୫ଟାରେ ଶ୍ରୀ କୋବିନ୍ଦ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।…

Read More
president-kovind-mahimalive

President Visits Odisha: ବିନା କୌଣସି ଚାପରେ ଛାତ୍ରଛାତ୍ରୀମାନଙ୍କୁ ନିଷ୍ପତ୍ତି ନେବାକୁ ରାଷ୍ଟ୍ରପତିଙ୍କ ପରାମର୍ଶ

ରାଉରକେଲା: ରାଷ୍ଟ୍ରପତି ରାମନାଥ କୋବିନ୍ଦ (President Ram Nath  Kovind) ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଉରକେଲା ଏନ୍‍ଆଇଟି (Rourkela-NIT ) ର ଅଷ୍ଟାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଦେଶର ଟେକ୍ନୋଲୋଜି (Technology) କ୍ଷେତ୍ରରେ ଏନ୍‍ଆଇଟିର ଭୂମିକାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସମାଜ ପ୍ରତି ଏନ୍‍ଆଇଟି ଛାତ୍ରଛାତ୍ରୀଙ୍କର ଅନେକ ଅବଦାନ ରହିଛି। ତେଣୁ ବିନା କୌଣସି ଚାପରେ ଛାତ୍ରଛାତ୍ରୀମାନଙ୍କୁ ନିଷ୍ପତ୍ତି ନେବାକୁ ହେବ ବୋଲି…

Read More

President Visit Odisha: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆଜିଠାରୁ ତିନି ଦିନିଆ ଓଡିଶା ଗସ୍ତ ଆରମ୍ଭ

ଭୁବନେଶ୍ୱର: ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ (President Ram Nath Kovind)  ତାଙ୍କ ପତ୍ନୀ ଦେଶର ପ୍ରଥମ ଲେଡିଙ୍କ ସହ ତିନି ଦିନିଆ ଓଡିଶା (Odisha) ଗସ୍ତରେ ଆସି ଆଜି ସନ୍ଧ୍ୟାରେ ଭୁବନେଶ୍ଵର (Bhubaneswar) ରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ଶ୍ରୀ କୋବିନ୍ଦଙ୍କୁ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ (Odisha Governor Prof Ganeshi Lal), ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik), କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Ministers Dharmendra…

Read More
rashtrapati bhavan

Rashtrapati Bhavan: ଜାନୁଆରୀ ୫ ରୁ ସର୍ବସାଧାରଣଙ୍କ ପାଇଁ ପୁନର୍ବାର ଖୋଲିବ ରାଷ୍ଟ୍ରପତି ଭବନ ସଂଗ୍ରହାଳୟ

ନୂଆଦିଲ୍ଲୀ: କୋଭିଡ-୧୯ (Covid-19) କାରଣରୁ ବିଗତ ମାର୍ଚ୍ଚ ୧୩, ୨୦୨୦ ଠାରୁ ଜନସାଧାରଣଙ୍କ ପାଇଁ ବନ୍ଦ ରହିଥିବା ରାଷ୍ଟ୍ରପତି ଭବନ (Rashtrapati Bhavan) ସଂଗ୍ରହାଳୟ ଆସନ୍ତା ଜାନୁୟାରୀ ୫, ୨୦୨୧ ରୁ ପୁନର୍ବାର ଖୋଲିବ। ସୋମବାର ଏବଂ ସରକାରୀ ଛୁଟି ଦିନ ବ୍ୟତୀତ ଏହା ସବୁ ଦିନ ଖୋଲା ରହିବ। ୱେବସାଇଟ https://presidentofindia.nic.in କିମ୍ବା   https://rashtrapatisachivalaya.gov.in କିମ୍ବା  https://rbmuseum.gov.in ମାଧ୍ୟମରେ ପରିଦର୍ଶକମାନେ ସେମାନଙ୍କର ସ୍ଲଟ୍ ବୁକ୍ କରିପାରିବେ। ପୂର୍ବ ପରି, ପ୍ରତ୍ୟେକ ଭ୍ରମଣକାରୀଙ୍କ ନାମକରଣ ପଞ୍ଜିକରଣ ପାଇଁ…

Read More
OPSC ASO Final Result 2022

ଓଡ଼ିଶା, ତେଲଙ୍ଗାନା, ମାଡ୍ରାସ ଓ ଜମ୍ମୁ କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ପଦକୁ ୪ ଜଣ ବିଚାରପତି ଉନ୍ନୀତ

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି, ଭାରତୀୟ ସମ୍ବିଧାନର ଧାରା ୨୧୭ ଉପଧାରା ୧ ଅନୁସାରେ ନିମ୍ନଲିଖିତ ୪ ଜଣ ବିଚାରପତିଙ୍କୁ ହାଇକୋର୍ଟର ବିଚାପତିଭାବେ ଉନ୍ନୀତ କରିଛନ୍ତି। ଡ. ଜଷ୍ଟିସ ଏସ୍‍. ମୁରଲୀଧର, ବିଏସ୍‍ସି, ଏଲଏଲଏମ୍‍, ପିଏଚଡିଙ୍କ ଜନ୍ମ ୧୯୬୧ ଅଗଷ୍ଟ ୮ ତାରିଖରେ। ସେ ୧୯୪୮ ସେପ୍‍ଟେମ୍ବର ୧୨ରେ ଜଣେ ଆଡଭୋକେଟ ଭାବେ ପଞ୍ଜୀକୃତ ହୋଇଥିଲେ ଏବଂ ଚେନ୍ନଇ ସିଭିଲ କୋର୍ଟରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ। ପରେ ସେ ଦିଲ୍ଲୀ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଦେୱାନି, ଫୌଜଦାରୀ,…

Read More
PM_MODI 1

PM Modi Birthday: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ ତମ ଜନ୍ମଦିନ; ରାଷ୍ଟ୍ରପତି,ଗୃହମନ୍ତ୍ରୀ ସମେତ ରୁଷ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା ବାର୍ତ୍ତା

ଭୁବନେଶ୍ଵର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi  Birthday)ଙ୍କ ୭୦ ତମ ଜନ୍ମଦିନ। ଭାରତୀୟ ଜନତା ପାର୍ଟି ଏଥିପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ଚଳାଇଛି। ୧୪ ସେପ୍ଟେମ୍ବରରୁ ୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ ଏହି ଅବସରରେ ବିଜେପି ସେବା ସପ୍ତାହ ଆରମ୍ଭ କରିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ରାଷ୍ଟ୍ରପତି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନେକ ନେତା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ…

Read More
national Education Policy 2020

ନୂଆ ଶିକ୍ଷାନୀତି ଭାରତକୁ ଏକ ନଲେଜ ହବ୍‌ରେ ପରିଣତ କରିବ

ନୂତନ ଶିକ୍ଷାନୀତି ୨୦୨୦ (National Education Policy 2020) ଉପରେ ଏକ ସମ୍ମିଳନୀ ଭର୍ଚୁଆଲ ବ୍ୟବସ୍ଥାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳଗଣ, ପ୍ରଶାସକ ଏବଂ କେନ୍ଦ୍ର ଓ ବିଭିନ୍ନ ରାଜ୍ୟର ଶିକ୍ଷାମନ୍ତ୍ରୀ ଏହି ନୂଆ ନୀତିର ଲକ୍ଷ୍ୟ ଓ ଆଦର୍ଶ ସଂପର୍କରେ ଏକମତ ହୋଇଛନ୍ତି। ସେମାନେ କହିଛନ୍ତି ଯେ ଏହି ଶିକ୍ଷାନୀତି କେବଳ ଏକ ମାମୁଲି…

Read More

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟକୁ ନେଇ ବୁଲେଟିନ ଜାରି

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଗତ କିଛିଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ହୋଇନାହିଁ। ପୂର୍ବତନ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ବିଷୟରେ ଡାକ୍ତରଖାନା କତୃପକ୍ଷଙ୍କ ତରଫରୁ ନିରନ୍ତର ଅବଗତ କରାଯାଉଛି। ଶନିବାର ଦିନ ଦିଲ୍ଲୀ କ୍ୟାଣ୍ଟର  ଆର୍ମି ହସ୍ପିଟାଲ ( Research & Referral Hospital ) ତାଙ୍କ ଅବସ୍ଥା ଏବଂ ପରବର୍ତ୍ତୀ ଚିକିତ୍ସା ବିଷୟରେ କିଛି ସୂଚନା ଦେଇଛି। ବର୍ତ୍ତମାନ ସୁଦ୍ଧା ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ…

Read More

୭୪ ତମ ସ୍ୱାଧୀନତା ଦିବସରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ସମ୍ବୋଧନ

ନୂଆଦିଲ୍ଲୀ:ଦେଶର ୭୪ ତମ ସ୍ୱାଧୀନତା ଦିବସ ଉପଲକ୍ଷେ  ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶକୁ ସମ୍ବୋଧିତ କରି, ଅଗଷ୍ଟ ୧୫ ଆମକୁ ତ୍ରିରଙ୍ଗା ପତାକା ଉତ୍ତୋଳନ ସହିତ ଏହି ଉତ୍ସବରେ ଅଂଶଗ୍ରହଣ ଏବଂ ଦେଶାତ୍ମବୋଧକ ସଂଗୀତ ଶୁଣିବାର ଉତ୍ସାହ ଦିଏ। ଏହି ଦିବସରେ ଦେଶର ଯୁବ ସମାଜ ଏକ ସ୍ୱାଧୀନ ଭାରତର ନାଗରିକ ହେବାର ସ୍ୱତନ୍ତ୍ର ଗର୍ବ ଅନୁଭବ କରିବା ଉଚିତ। ଏକ ସ୍ୱାଧୀନ ରାଷ୍ଟ୍ରରେ ବଞ୍ଚିବା ପାଇଁ ନିଜ ଜୀବନ ଉତ୍ସର୍ଗ କରି ଆମକୁ ସମର୍ଥ କରିଥିବା…

Read More

ସ୍ୱାଧୀନତା ଦିବସ ଉପଲକ୍ଷେ ୯୨୬ଜଣ ପୁଲିସ କର୍ମଚାରୀଙ୍କୁ ପଦକ ପ୍ରଦାନ,ଓଡ଼ିଶାରୁ ୧୪ ଜଣ ସମ୍ମାନିତ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶର ମୋଟ ୯୨୬ ପୁଲିସ କର୍ମଚାରୀଙ୍କୁ ପଦକ ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ଓଡିଶାର ୧୪ ଜଣ ଅନ୍ତର୍ଭୁକ୍ତ। ଏହି କର୍ମଚାରୀଙ୍କ ମଧ୍ୟରେ ୨୧୫ ଜଣଙ୍କୁ ସାହସିକତା ପାଇଁ ପୁଲିସ ପଦକ (ପିଏମ୍‌ଜି) ପ୍ରଦାନ କରାଯାଇଥିବାବେଳେ ୮୦ଜଣଙ୍କୁ ଅତି ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ଦିଆଯାଇଛି। ଏହାଛଡା ୬୩୧ ପୁଲିସ କର୍ମଚାରୀ ଉଲ୍ଲେଖନୀୟ ସେବା ପାଇଁ ଏହି ପଦକ ପାଇଛନ୍ତି। ଯେଉଁ ୨୧୫ ଜଣ ସାହସିକତା ପୁରସ୍କାର ପାଇଛନ୍ତି…

Read More