Home » President Vladimir Putin
pm-modi-in-samarkand

SCO Summit Samarkand: SCO ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ

ସମରକନ୍ଦ/ନୂଆଦିଲ୍ଲୀ: ଉଜବେକିସ୍ତାନ (Uzbekistan)ର ରାଜଧାନୀ ସମରକନ୍ଦ (Samarkand) ରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ (Shanghai Cooperation Organisation-SCO) ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଅଂଶଗ୍ରହଣ କରିଛନ୍ତି। ଏଠାରେ ସେ କହିଛନ୍ତି ଯେ ସମଗ୍ର ବିଶ୍ୱ ପାଇଁ SCO ର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆଜି ଏସସିଓ ସହ ଜଡିତ ଦେଶ ଦ୍ରୁତ ଗତିରେ ଅଗ୍ରଗତି କରୁଛନ୍ତି। ସେ କହିଛନ୍ତି ଯେ ସମଗ୍ର ବିଶ୍ୱ ଶକ୍ତି…

Read More
modi_pudin _news

India-Russia Relation: ୟୁକ୍ରେନ୍‌ ଘଟଣାକୁ ନେଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହିତ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: (PIB) India-Russia Relation ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (Prime Minister Shri Narendra Modi) ଟେଲିଫୋନ ଯୋଗେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ (President Vladimir Putin) ଙ୍କ ସହିତ କଥା ହୋଇଛନ୍ତି। ଏହି ଆଲୋଚନା ସମୟରେ ରାଷ୍ଟ୍ରପତି ପୁତିନ ୟୁକ୍ରେନ୍‌ (Ukraine) ସଂକ୍ରାନ୍ତ ସାମ୍ପ୍ରତିକ ଘଟଣାକ୍ରମ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ଦେଇଥିଲେ। ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରୁଷ ଏବଂ ନାଟୋ ସଂଘ (NATO Group) ମଧ୍ୟରେ ରହିଥିବା ବିବାଦ…

Read More
russia-ukraine

Russia-Ukraine Live: ୟୁକ୍ରେନରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା, ରୁଷ ଛାଡିବାକୁ ନାଗରିକଙ୍କୁ ନିର୍ଦ୍ଦେଶ  

ନୂଆଦିଲ୍ଲୀ: Russia-Ukraine Live ବୁଧବାର ୟୁକ୍ରେନ (Ukraine) ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି (Ukraine declares nationwide state of emergency)। ଏଥି ସହିତ, ୟୁକ୍ରେନ ନିଜ ନାଗରିକମାନଙ୍କୁ ତୁରନ୍ତ ରୁଷ (Russia) ଛାଡିବାକୁ କହିଛି। ଅନ୍ୟପକ୍ଷରେ, ତିକ୍ତତା ମଧ୍ୟରେ ରୁଷ ୟୁକ୍ରେନରୁ ନିଜ କୂଟନୀତିଜ୍ଞଙ୍କୁ ଫେରେଇ ଆଣିବାକୁ ଘୋଷଣା କରିଛି। ସେହିପରି ୟୁକ୍ରେନର ପୂର୍ବ ଅଞ୍ଚଳ ସହିତ କୂଟନୈତିକ ସମ୍ପର୍କ ଆରମ୍ଭ କରିଛି ଯାହା ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Vladimir Putin) ଦିନେ ପୂର୍ବରୁ…

Read More
modi-putin

India-Russia: ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାର୍ତ୍ତାଳାପ, ରୁଷ ଯଥା ସମ୍ଭବ ଦେବ ସାହାଯ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (PM Modi) ରୁଷ ରାଷ୍ଟ୍ରପତି ମହାମହିମ ଭ୍ଲାଡିମିର ପୁଟିନ (President Vladimir Putin) ଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି। ଉଭୟ ନେତା କୋଭିଡ-୧୯ (Covid-19) ମହାମାରୀ ସମ୍ପର୍କରେ ଆଲୋଚନା କରିଛନ୍ତି। ରାଷ୍ଟ୍ରପତି ପୁଟିନ ଏହି ସମୟରେ ଭାରତ ସରକାର (Government Of  India) ଓ ଦେଶବାସୀଙ୍କ ସହିତ ଅଛନ୍ତି ଓ ରୁଷ ଯଥା ସମ୍ଭବ ସାହାଯ୍ୟ ଯୋଗାଇ ଦେବ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଷ୍ଟ୍ରପତି…

Read More