PUBG BACK: PUBG ଭାରତରେ ଫେରିପାରେ; ମାଇକ୍ରୋସଫ୍ଟ କ୍ଲାଉଡ୍ ସହିତ ହୋଷ୍ଟ
ଯେଉଁମାନେ PUBG ଖେଳନ୍ତି ସେମାନଙ୍କ ପାଇଁ ଏକ ବଡ଼ ଖବର ଅଛି। ଲୋକପ୍ରିୟ ମୋବାଇଲ୍ ଗେମ୍ PUBG ଖୁବ୍ ଶୀଘ୍ର ଭାରତରେ ପ୍ରତ୍ୟାବର୍ତ୍ତନ କରିପାରେ। ଭାରତରେ ପ୍ରତ୍ୟାବର୍ତ୍ତନ ପାଇଁ PUBG ମୋବାଇଲ୍ ମାଇକ୍ରୋସଫ୍ଟ (Microsoft) ସହିତ ଆଲୋଚନା କରୁଛି। PUBG ମୋବାଇଲ୍ ବର୍ତ୍ତମାନ ମାଇକ୍ରୋସଫ୍ଟର ଆଜୁର୍ କ୍ଲାଉଡ୍ (Microsoft Azure Cloud) ପ୍ଲାଟଫର୍ମରେ ହୋଷ୍ଟ ହେବ। ସାଇବର ସୁରକ୍ଷା ତଥା ଦେଶ ପ୍ରତି ବିପଦ ଥିବାରୁ ଏହି ଖେଳକୁ କେନ୍ଦ୍ର ସରକାର ନିଷିଦ୍ଧ କରିଥିଲା। ଯେତେବେଳେ PUBG…
