Home » raja

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ; ରଜ ପର୍ବ ପାଳନରେ କଟକଣା ଜାରିକଲା ଅନଗୁଳ ଜିଲ୍ଲା ପ୍ରଶାସନ

ସଂପ୍ରତି, ମହାମାରି କରୋନା ରାଜ୍ୟରେ ତାର କାୟା ବିସ୍ତାର କରିଚାଲିଥିବା ବେଳେ ଓଡ଼ିଶାର ଗଣପର୍ବ ରଜ ପାଳନ ଉପରେ ଆଜି ଅନୁଗୋଳ ଜିଲ୍ଲା ପ୍ରଶାସନ ତରଫରୁ କିଛି କଟକଣା ଜାରି କରାଯାଇଛି । ପାରମ୍ପାରିକ ଭାବେ ପାଳନ ହୋଇଆସୁଥିବା ଏହି ରଜ ପର୍ବରେ ସାମଜିକ ଦୂରତାକୁ ଦୃଷ୍ଟିରେ ରଖି ଏହି କଟକଣା ଜାରି କରାଯାଉଛି । ଚଳିତ ମାସ 14ରୁ 16 ତାରିଖ ମଧ୍ୟରେ ପାଳନ ହେଉଥିବା ଏହି ପର୍ବ ପାଇଁ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର…

Read More