Home » Rayagada Sambalpur Express
train_cancelled

Cancelled Train List: ଲାଇନ୍‍ କାର୍ଯ୍ୟକ୍ଷମ ପାଇଁ ତିନି ଟ୍ରେନ୍‍ ବାତିଲ

ଭୁବନେଶ୍ଵର/ଝାରସୁଗୁଡା: Cancelled Train List ପୂର୍ବତଟ୍ଟ ରେଳପଥ ପକ୍ଷରୁ ରାଇଗଡ଼ ଓ ଝାରସୁଗୁଡ଼ା ରେଳ ସେକ୍ସନ ଅନ୍ତର୍ଗତ ଇବ୍‍ ଷ୍ଟେସନଠାରେ ଚତୁର୍ଥ ଲାଇନ୍‍ କାର୍ଯ୍ୟକ୍ଷମ ପାଇଁ ତିନୋଟି ଟ୍ରେନ୍‍କୁ ବାତିଲ (Cancelled Train) କରାଯାଇଛି। ସୂଚନା ଅନୁସାରେ ଭୁବନେଶ୍ୱରଠାରୁ ୨୨, ୨୬ ଓ ୨୯ ତାରିଖରେ ଏବଂ ମୁମ୍ବାଇ ଏଲ୍‍ଟିଟିରୁ ୨୪, ୨୮ ଓ ଅକ୍ଟୋବର ୧ରେ ଛାଡ଼ିବାକୁ ଥିବା ୧୨୮୮୦/୧୨୮୭୯ ଭୁବନେଶ୍ୱର-ଏଲ୍‍ଟିଟି ଭୁବନେଶ୍ୱର ଏକ୍ସପ୍ରେସ (12880/Bhubaneswar – Mumbai LTT SF Express) ପୁରୀ (Puri)…

Read More
train cancelled

Train cancelled: ଦୋହରୀକରଣ କାର୍ଯ୍ୟ ଲାଗି କେତେକ ଟ୍ରେନ୍‍ ବାତିଲ୍‍, ଜାଣନ୍ତୁ ଲିଷ୍ଟ

ସମ୍ବଲପୁର: Train cancelled in Odisha: ସମ୍ବଲପୁର-ଟିଟିଲାଗଡ଼ (Sambalpur-Titlagarh) ରେଳ ଷ୍ଟେସନ୍‍ ଅନ୍ତର୍ଗତ ଦେବାହାଲ୍‍-ବରଗଡ଼ ରୋଡ୍‍-ବରପାଲି ଷ୍ଟେସନ୍‍ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ଲାଗି କେତେକ ଟ୍ରେନ୍‍କୁ ବାତିଲ୍‍ କରାଯାଇଥିବାବେଳେ ଅନ୍ୟ କେତେକ ଟ୍ରେନ୍‍କୁ ଆଂଶିକ ବାତିଲ୍‍ କରାଯାଇଛି। ପୂର୍ବତଟ ରେଳବାଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ଅନୁସାରେ ଆସନ୍ତା ୨୨ ତାରିଖରୁ ସମ୍ବଲପୁର-ଜୁନାଗଡ଼ ରୋଡ୍‍ ପାସେଞ୍ଜର (Sambalpur Junagarh Road Passenger -58303), ରାୟପୁର-ଟିଟିଲାଗଡ଼ ସ୍ପେଶାଲ୍‍ ଟ୍ରେନ (Raipur -Titlagarh Passenger Special) ବାତିଲ୍‍ ହୋଇଛି। ସେହିପରି ଆସନ୍ତା ୨୩ ତାରିଖରୁ ବିଳାସପୁର-ଟିଟିଲାଗଡ଼ ପାସେଞ୍ଜର…

Read More